ନବକଳେବର ସମୟରେ ବଡଦାଣ୍ଡ ହେବ ’ନୋ ଫ୍ଲ।ଇଁ ଜୋନ୍’

ଭୁବନେଶ୍ୱର: ନବକଳେବର ସମୟରେ ବଡଦାଣ୍ଡକୁ ନୋ ଫ୍ଲ।ଇଁ ଜୋନ୍ ଘୋଷଣା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ ଏୟାରକ୍ରାଫ୍ଟ କି ହେଲିକପ୍ଟରକୁ ବଡଦାଣ୍ଡ ଉପରେ ଉଡ଼ାଣ ଅନୁମତି ନଦେବାକୁ ଚିଠିରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ନିର୍ଦ୍ଦେଶକ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ସଚିବ ସି ଆର ପାତ୍ର ଚିଠି ଲେଖିଛନ୍ତି। ଜୁଲାଇ ୧୮ ଜୁଲାଇ ୨୬ ଏବଂ ଜୁଲାଇ ୨୭ […]

puri badadanda

puri badadanda

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 01:48 AM IST

Sports

Latest News

ଭୁବନେଶ୍ୱର: ନବକଳେବର ସମୟରେ ବଡଦାଣ୍ଡକୁ ନୋ ଫ୍ଲ।ଇଁ ଜୋନ୍ ଘୋଷଣା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ ଏୟାରକ୍ରାଫ୍ଟ କି ହେଲିକପ୍ଟରକୁ ବଡଦାଣ୍ଡ ଉପରେ ଉଡ଼ାଣ ଅନୁମତି ନଦେବାକୁ ଚିଠିରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ନିର୍ଦ୍ଦେଶକ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ସଚିବ ସି ଆର ପାତ୍ର ଚିଠି ଲେଖିଛନ୍ତି। ଜୁଲାଇ ୧୮ ଜୁଲାଇ ୨୬ ଏବଂ ଜୁଲାଇ ୨୭ ତାରିଖ ଦିନ ବଡଦାଣ୍ଡ ଉପରେ ଉଡାଣ ଅନୁମତି ନଦେବାକୁ ଚିଠିରେ ସେ କହିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଆଇନଶୃଙ୍ଖଳା ଏଡିଜି ପୂର୍ବରୁ ବଡଦାଣ୍ଡ ଉପରେ ଏୟାରକ୍ରାଫ୍ଟ କି ହେଲିକପ୍ଟର ଉଡାଣ ବନ୍ଦ କରିବାକୁ ସୁପାରିଶ କରିଥିଲେ। ତେଣୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଚିନ୍ତା କରି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ତରଫରୁ କୁହାଯାଇଛି। ଆସନ୍ତା ଜୁଲାଇ ୧୮ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୬ ତାରିଖରେ ବାହୁଡା ଯାତ୍ରା ଏବଂ ୨୭ ଜୁଲାଇରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ଏବର୍ଷ ନବକଳେବର ବର୍ଷ ହୋଇଥିବାରୁ ପ୍ରାୟ ୨୫ ଲକ୍ଷ ଭକ୍ତଙ୍କ ପୁରୀରେ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ପୁରୀ ବଡଦାଣ୍ଡ ଉପରେ ନୋ-ଫ୍ଲ।ଇଁ ଜୋନ୍ ଲାଗି ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story