ମୋଦିଙ୍କୁ ଚିଠି ଲେଖିଲେ ନବୀନ: ପିଏମଏୱାଇ ଯୋଜନାରେ ୫ ଲକ୍ଷ ଘର ମଞ୍ଜୁର କରିବାକୁ ନିବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAYରେ ଆଉ ୫ ଲକ୍ଷ ଘର ମଞ୍ଜୁର କରିବାକୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତଙ୍କ ପାଇଁ କେନ୍ଦ୍ର ତୁରନ୍ତ ସହାୟତା ପ୍ରଦାନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ PMAY ଯୋଜନାରେ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ବାତ୍ୟାରେ କେତେ ଘର ଭାଙ୍ଗିଛି, ତାହା ସର୍ଭେ ପରେ ସ୍ପଷ୍ଟ ହେବ। […]

pm-modi-and-cm-naveen-patnaik-to-address-meetings-in-kendrapara-on-tuesday

Tapas Behera
  • Published: Monday, 13 May 2019
  • Updated: 13 May 2019, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAYରେ ଆଉ ୫ ଲକ୍ଷ ଘର ମଞ୍ଜୁର କରିବାକୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତଙ୍କ ପାଇଁ କେନ୍ଦ୍ର ତୁରନ୍ତ ସହାୟତା ପ୍ରଦାନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ PMAY ଯୋଜନାରେ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ବାତ୍ୟାରେ କେତେ ଘର ଭାଙ୍ଗିଛି, ତାହା ସର୍ଭେ ପରେ ସ୍ପଷ୍ଟ ହେବ।  ତେବେ ପ୍ରାଥମିକ ଆକଳନ ଅନୁସାରେ ୧୪ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି। ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ କ୍ଷୟକ୍ଷତି ଆକଳନ କରିଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ପାଇଁ ପରମାନେଣ୍ଟ ୱେଟ୍ ଲିଷ୍ଟ୍ ବା PWL କ୍ରାଇଟେରିଆ  ଉଚ୍ଛେଦ କରି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ରଖିଛନ୍ତି ନବୀନ। ସ୍ୱତନ୍ତ୍ର ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟର ବ୍ୟୟ ୯୦ ଅନୁପାତ ୧୦ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଆଗକୁ ବର୍ଷାଦିନ ଆସୁଥିବା ଏବଂ ଆସନ୍ତା ଜୁନ୍ ୧୦ ବେଳକୁ ଓଡ଼ିଶାକୁ ସୌସୁମୀ ଛୁଇଁବା ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପକ୍କା ଘରର ତୁରନ୍ତ ଆବଶ୍ୟକତା ଥିବାରୁ ଏହି ସହାୟତା ଆଶା କରି ଆସନ୍ତା ଜୁନ୍ ୧ ତାରିଖରୁ କାଅର୍ଯ୍ୟାଦେଶ ଦେବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story