ନନ୍ଦନକାନନରେ ପ୍ରଥମ ଥର ପାଇଁ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ହସ୍ତୀ ଦିବସ । ପ୍ରଥମ ଥର ପାଇଁ ଏହି ଦିବସ ନନ୍ଦନକାନନରେ ପାଳନ ହୋଇଛି। ହସ୍ତୀ ଦିବସ ଅବସରରେ ଚିଡିଆଖାନାରେ ଥିବା ହାତୀମାନଙ୍କୁ ବିଭିନ୍ନ ବେଶରେ ସଜାଯାଇଥିଲା।  ନନ୍ଦନକାନନ ଚିଡିଆଖାନାରେ ଥିବା ୮ଟି ହାତୀଙ୍କୁ ସେମାନଙ୍କ ପ୍ରିୟ ଖାଦ୍ୟ ଆଖୁ, କଦଳୀ, ନଡିଆ, ତରଭୁଜ ଆଦି ଖାଇବା ପାଇଁ ଦିଆଯାଇଛି। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ହାତୀ ସୁରକ୍ଷା ସମ୍ପର୍କରେ  ସେମାନଙ୍କୁ ସଚେତନ କରାଯାଇଥିଲା।

vlcsnap-2015-08-12-12h29m51s314

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 07:18 AM IST

Related story