ନଗଡ଼ାରେ କେନ୍ଦ୍ର ଜନଜାତି ମନ୍ତ୍ରାଳୟର ଟିମ୍‌

ଯାଜପୁର: ନଗଡ଼ା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ଜନଜାତି ମନ୍ତ୍ରାଳୟର ଏକ ଟିମ୍ ଅଞ୍ଚଳ ଗସ୍ତ କରିଛି। ବିଭାଗୀୟ ଯୁଗ୍ମ ସଚିବ ରମେଶ କୁମାରଜୀ, ଉପସଚିବ ରୂପକ ଚୌଧୁରୀ ଓ ରାଜ୍ୟ ସମାଜ କଲ୍ୟାଣ ଭିନ୍ନକ୍ଷମ ବିଭାଗ ସଚିବ ନିତିନ୍‌ ଚନ୍ଦ୍ରା ପ୍ରମୁଖ ଗସ୍ତରେ ଯାଇଛନ୍ତି। ଏହି ଟିମ୍ ଦୁଇଟି ଦଳରେ ବିଭକ୍ତ ହୋଇ ନଗଡ଼ା ଯାଇଥିବା ବଳେ ଏମାନଙ୍କ ସହ କଳିଙ୍ଗନଗର ଏଡିଏମ୍‌ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ଏହି ଟିମ୍‌ […]

jajpur

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 02:35 PM IST

ଯାଜପୁର: ନଗଡ଼ା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ଜନଜାତି ମନ୍ତ୍ରାଳୟର ଏକ ଟିମ୍ ଅଞ୍ଚଳ ଗସ୍ତ କରିଛି। ବିଭାଗୀୟ ଯୁଗ୍ମ ସଚିବ ରମେଶ କୁମାରଜୀ, ଉପସଚିବ ରୂପକ ଚୌଧୁରୀ ଓ ରାଜ୍ୟ ସମାଜ କଲ୍ୟାଣ ଭିନ୍ନକ୍ଷମ ବିଭାଗ ସଚିବ ନିତିନ୍‌ ଚନ୍ଦ୍ରା ପ୍ରମୁଖ ଗସ୍ତରେ ଯାଇଛନ୍ତି। ଏହି ଟିମ୍ ଦୁଇଟି ଦଳରେ ବିଭକ୍ତ ହୋଇ ନଗଡ଼ା ଯାଇଥିବା ବଳେ ଏମାନଙ୍କ ସହ କଳିଙ୍ଗନଗର ଏଡିଏମ୍‌ ଗସ୍ତ କରିଛନ୍ତି।

ସେଠାରେ ପହଞ୍ଚିବା ପରେ ଏହି ଟିମ୍‌ ଆଦିବାସୀଙ୍କୁ ଦିଆଯାଇଥିବା ସରକାରୀ ଯୋଜନାର ସମୀକ୍ଷା କରିବା ସହ  ଭିନ୍ନକ୍ଷମଙ୍କୁ ମିଳୁଥିବା ଭତ୍ତା ଓ ଯୋଜନା ସମ୍ପର୍କରେ ପଚାରି ବୁଝିବେ।

 

Related story