ଏମିତି ଆମ ଠାକୁର ଭକ୍ତି: ପ୍ରଭୁ ଗଣେଶଙ୍କ ଆଗରେ ଚାଲିଛି ନଙ୍ଗୁଳି ନାଚ

<p>&lt;strong&gt;ବିଚିତ୍ର ଆମ ଲୋକଙ୍କ ଚିନ୍ତାଧାରା। ବିଚିତ୍ର ସେମାନଙ୍କ ବ୍ୟବହାର। ଯେଉଁ ସଂସ୍କୃତି ପାଇଁ ଆମ ଦେଶର ପରିଚୟ ସାରା ବିଶ୍ୱରେ ରହିଛି&lt;/strong&gt;&lt;strong&gt;, ଧୀରେ ଧୀରେ ସେହି ସଂସ୍କାର ଟିକକ ହିଁ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। କଟକ ଜିଲ୍ଲା ସାଲେପୁର ନିକଟସ୍ଥ ଏକ ଗାଁରେ ଏମିତି କିଛି ଚିତ୍ର ଧାର୍ମିକ ଓ ସଂସ୍କୃତି ପ୍ରେମୀଙ୍କ ଭିତରେ ଗଭୀର ଦୁଃଖ ଆଣିଦେଇଛି। &lt;/strong&gt;&lt;strong&gt;ଗାଁ&lt;/strong&gt;&lt;strong&gt;ଟିର ନାଁ। ଆମେ ଏଠି ପ୍ରକାଶ କରିବାକୁ ଚାହୁଁନୁ। କାରଣ କୌଣସି ଗାଁ କିମ୍ୱା ବ୍ୟକ୍ତିଙ୍କୁ ବଦନାମ କରିବା ଆମର ଉଦ୍ଦେଶ୍ୟ ନୁହେଁ। ପ୍ରଥମେ ଆପଣ ଭିଡିଓଟି ଦେଖନ୍ତୁ। ଗାଁରେ ଧୁମଧାନରେ କରାଯାଉଛି ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଭସାଣ ଉ—ବ। ବାଜା ବାଜୁଛି&lt;/strong&gt;&lt;strong&gt;, ଲୋକ ଗହଳି ଚାଲିଛି। ଗୋଟିଏ ଟ୍ରକ୍&zwnj;ରେ ମେଢ଼କୁ ସଜା ଯାଇଛି। ଆଉ ଠିକ୍ ପ୍ରଭୁ ଗଣେଶଙ୍କ ଆଗରେ ଆଉ ଗୋଟିଏ ଟ୍ରକ୍ରେ ଚାଲିଛି ଅର୍ଦ୍ଧନଙ୍ଗୁଳି ନାଚ। &lt;/strong&gt;</p> <p>&lt;strong&gt;ଶୋଭାଯାତ୍ରାରେ ଗାଁର ପିଲାଠାରୁ ବୁଢ଼ା ଯାଏଁ ସମଷ୍ତେ ସାମିଲ୍ ହୋଇଛନ୍ତି। କିନ୍ତୁ କେହି ମଧ୍ୟ ଏହାକୁ ବିରୋଧ କରୁ ନାହାନ୍ତି। ପରିବାର ଲୋକମାନେ ଏକାଠି ଏ ଦୃଶ୍ୟକୁ କେମିତି ଦେଖୁଥିବେ ସହଜରେ ଅନୁମାନ କରିହେଉଛି। &nbsp;&lt;/strong&gt;&lt;strong&gt;&nbsp;&lt;/strong&gt;&lt;strong&gt;ଛୋଟ ଛୋଟ ପିଲା ମଧ୍ୟ ଉପସ୍ଥିତ ରହି ଏହି ନାଚକୁ ଉପଭୋଗ କରୁଛନ୍ତି। ସ୍ଥାନୀୟ ପୋଲିସ ମଧ୍ୟ ଏ ନାଚକୁ କିପରି ପ୍ରଶ୍ରୟ ଦେଉଛି ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।&lt;/strong&gt;</p>

Ordigital Desk
  • Published: Saturday, 09 September 2017
  • Updated: 09 September 2017, 08:01 PM IST

Sports

Latest News

<p>&lt;strong&gt;ବିଚିତ୍ର ଆମ ଲୋକଙ୍କ ଚିନ୍ତାଧାରା। ବିଚିତ୍ର ସେମାନଙ୍କ ବ୍ୟବହାର। ଯେଉଁ ସଂସ୍କୃତି ପାଇଁ ଆମ ଦେଶର ପରିଚୟ ସାରା ବିଶ୍ୱରେ ରହିଛି&lt;/strong&gt;&lt;strong&gt;, ଧୀରେ ଧୀରେ ସେହି ସଂସ୍କାର ଟିକକ ହିଁ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। କଟକ ଜିଲ୍ଲା ସାଲେପୁର ନିକଟସ୍ଥ ଏକ ଗାଁରେ ଏମିତି କିଛି ଚିତ୍ର ଧାର୍ମିକ ଓ ସଂସ୍କୃତି ପ୍ରେମୀଙ୍କ ଭିତରେ ଗଭୀର ଦୁଃଖ ଆଣିଦେଇଛି। &lt;/strong&gt;&lt;strong&gt;ଗାଁ&lt;/strong&gt;&lt;strong&gt;ଟିର ନାଁ। ଆମେ ଏଠି ପ୍ରକାଶ କରିବାକୁ ଚାହୁଁନୁ। କାରଣ କୌଣସି ଗାଁ କିମ୍ୱା ବ୍ୟକ୍ତିଙ୍କୁ ବଦନାମ କରିବା ଆମର ଉଦ୍ଦେଶ୍ୟ ନୁହେଁ। ପ୍ରଥମେ ଆପଣ ଭିଡିଓଟି ଦେଖନ୍ତୁ। ଗାଁରେ ଧୁମଧାନରେ କରାଯାଉଛି ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଭସାଣ ଉ—ବ। ବାଜା ବାଜୁଛି&lt;/strong&gt;&lt;strong&gt;, ଲୋକ ଗହଳି ଚାଲିଛି। ଗୋଟିଏ ଟ୍ରକ୍&zwnj;ରେ ମେଢ଼କୁ ସଜା ଯାଇଛି। ଆଉ ଠିକ୍ ପ୍ରଭୁ ଗଣେଶଙ୍କ ଆଗରେ ଆଉ ଗୋଟିଏ ଟ୍ରକ୍ରେ ଚାଲିଛି ଅର୍ଦ୍ଧନଙ୍ଗୁଳି ନାଚ। &lt;/strong&gt;</p><p>&lt;strong&gt;ଶୋଭାଯାତ୍ରାରେ ଗାଁର ପିଲାଠାରୁ ବୁଢ଼ା ଯାଏଁ ସମଷ୍ତେ ସାମିଲ୍ ହୋଇଛନ୍ତି। କିନ୍ତୁ କେହି ମଧ୍ୟ ଏହାକୁ ବିରୋଧ କରୁ ନାହାନ୍ତି। ପରିବାର ଲୋକମାନେ ଏକାଠି ଏ ଦୃଶ୍ୟକୁ କେମିତି ଦେଖୁଥିବେ ସହଜରେ ଅନୁମାନ କରିହେଉଛି। &nbsp;&lt;/strong&gt;&lt;strong&gt;&nbsp;&lt;/strong&gt;&lt;strong&gt;ଛୋଟ ଛୋଟ ପିଲା ମଧ୍ୟ ଉପସ୍ଥିତ ରହି ଏହି ନାଚକୁ ଉପଭୋଗ କରୁଛନ୍ତି। ସ୍ଥାନୀୟ ପୋଲିସ ମଧ୍ୟ ଏ ନାଚକୁ କିପରି ପ୍ରଶ୍ରୟ ଦେଉଛି ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।&lt;/strong&gt;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos