ଧଳାବାଘ ସମେତ ଦୁଇ ଶାବକ ଜନ୍ମ ଦେଲା ‘ବିଜୟା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ବାଘୁଣୀ ‘ବିଜୟା’ ଜନ୍ମ ଦେଇଛି ୨ଟି ଶାବକ। ଆଜି ସକାଳ ୭ଟା ୫ ମିନିଟ୍‌ ଓ ୮ଟାରେ ପିଲା ଦୁଇଟି ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ଓ ଅନ୍ୟଟି ସାଧାରଣ। ବର୍ତ୍ତମାନ ବାଘ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ। ଗତ ଜୁନ୍‌ ମାସରେ ବାଘ ରୋଶନ୍‌ […]

tiger

tiger

Jyoshna Pradhan
  • Published: Saturday, 22 September 2018
  • Updated: 22 September 2018, 01:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ବାଘୁଣୀ ‘ବିଜୟା’ ଜନ୍ମ ଦେଇଛି ୨ଟି ଶାବକ। ଆଜି ସକାଳ ୭ଟା ୫ ମିନିଟ୍‌ ଓ ୮ଟାରେ ପିଲା ଦୁଇଟି ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ଓ ଅନ୍ୟଟି ସାଧାରଣ।

ବର୍ତ୍ତମାନ ବାଘ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ।

ଗତ ଜୁନ୍‌ ମାସରେ ବାଘ ରୋଶନ୍‌ ଓ ବାଘୁଣୀ ବିଜୟାର ମିଳନ ହୋଇଥିଲା। ସେମାନଙ୍କ ମିଳନରୁ ଏହି ଦୁଇ ଛୁଆ ଜନ୍ମ ହୋଇଛନ୍ତି। ଦୁଇ ବାଘ ଛୁଆଙ୍କ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି। ନବଜାତ ବାଘ ଛୁଆଙ୍କ ବ୍ୟତୀତ ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳାବାଘ, ୨ଟି କଳାବାଘ ଓ ୧୪ଟି ସାଧାରଣ ମହାବଳ ବାଘ ଅଛନ୍ତି।

ବର୍ତ୍ତମାନ ମାଆ ବିଜୟା ଓ ଦୁଇ ଛୁଆଙ୍କ ଉପରେ ସତର୍କ ନଜର ରଖାଯାଇଛି। ଏବେ କିଛିଦିନ ପାଇଁ ପର୍ଯ୍ୟଟକ ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ ନାହିଁ। କିଛି ସପ୍ତାହ ପରେ ପର୍ଯ୍ୟଟକମାନେ ସେମାନଙ୍କୁ ଏନ୍‌କ୍ଲୋଜରରେ ଦେଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story