ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିମାସର ବନ୍ଦ ପରେ ମଙ୍ଗଳବାର ଠାରୁ ପୁଣି ଖୋଲିପାରେ ନନ୍ଦନକାନନ। ସ୍ଥିତି ଅନୁଧ୍ୟାନ କରିବା ପରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ। ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ନନ୍ଦନକାନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡ୍ଲାଇନରେ ଅନୁମତି ଦେଇଛନ୍ତି। ଦୀର୍ଘ […]

nandankanan

nandankanan

Ranjit Kumar Jena
  • Published: Sunday, 01 August 2021
  • Updated: 01 August 2021, 08:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିମାସର ବନ୍ଦ ପରେ ମଙ୍ଗଳବାର ଠାରୁ ପୁଣି ଖୋଲିପାରେ ନନ୍ଦନକାନନ। ସ୍ଥିତି ଅନୁଧ୍ୟାନ କରିବା ପରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ। ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ।

ନନ୍ଦନକାନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡ୍ଲାଇନରେ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ, ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର।

ଅନ୍ୟପକ୍ଷରେ ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ତେବେ ପର୍ଯ୍ୟଟକଙ୍କୁ ରାତ୍ର ଯାପନ ପାଇଁ ଅନୁମତି ନାହିଁ। କେବଳ ଦିନରେ ଭିତରକନିକା ବୁଲିପାରିବେ। ପର୍ଯ୍ୟଟକ କୁମ୍ଭୀର ପ୍ରଜନନ ପାଇଁ ୩ ମାସରୁ ଅଧିକ ସମୟ ହେବ ବନ୍ଦ ଥିଲା ଭିତରକନିକା। ତେବେ ଅଗଷ୍ଟ ମାସର ଗାଇଡଲାଇନ୍ ଆସିବା ପରେ ଜାତୀୟ ଉଦ୍ୟାନ ଖୋଲିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଛି।

ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ବନବିଭାଗ ପକ୍ଷରୁ ସରକାରୀ ଓ ଘରୋଇ ବୋଟ୍ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ପର୍ଯ୍ୟଟକମାନେ ରାତ୍ର ଯାପନ କରିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story