କରୋନା ତଥ୍ୟ ଓ ବାସ୍ତବତାରେ ବହୁ ଫରକ: ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ସରକାରଙ୍କ ତଥ୍ୟ ଓ ବାସ୍ତବତାରେ ଆକାଶପାତାଳ ଫରକ ରହିଛି। ସରକାର ଏବେ କୋମାରେ। ଏଭଳି ଅଭିଯୋଗମାନ ଆଣି ଗୃହ ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ଗୃହରେ ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, କୋଭିଡ୍ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ୍। ସରକାରଙ୍କ ତଥ୍ୟ […]

congress

congress

Manoranjan Sial
  • Published: Wednesday, 30 September 2020
  • Updated: 30 September 2020, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ସରକାରଙ୍କ ତଥ୍ୟ ଓ ବାସ୍ତବତାରେ ଆକାଶପାତାଳ ଫରକ ରହିଛି। ସରକାର ଏବେ କୋମାରେ। ଏଭଳି ଅଭିଯୋଗମାନ ଆଣି ଗୃହ ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆଜି ଗୃହରେ ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, କୋଭିଡ୍ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ୍। ସରକାରଙ୍କ ତଥ୍ୟ ଓ ବାସ୍ତବତାରେ ଫରକ ରହିଛି। ସରକାର ଏବେ କୋମାରେ ରହିଛନ୍ତି। ମିଛ ତଥ୍ୟ ଦେଇ କ୍ରେଡିଟ୍ ନେବାକୁ ସରକାର ଚାହୁଁଛନ୍ତି। କୋଭିଡ୍ ଟେଷ୍ଟ କଲେ ୪ଦିନ ପରେ ରିପୋର୍ଟ ଆସୁଛି। ଶ୍ରୀ ମିଶ୍ର ବଲାଙ୍ଗିର ସହରରେ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଜଣେ ମହିଳା ରୋଗୀଙ୍କୁ ଦାୟିତ୍ୱରେ ଥିବା ଆୟୁଷ ଡାକ୍ତର ରାତିରେ ଦୁର୍ବ୍ୟବହାର କରିଥିଲେ। ସମ୍ପୃକ୍ତ ସଂକ୍ରମିତ ମହିଳା ରୋଗୀ ନିଜ ବେଡରେ ଶୋଇଥିବାବେଳେ ଡାକ୍ତରଜଣକ ତାଙ୍କ ସହ ଖରାପ କାର୍ଯ୍ୟ ପାଇଁ ଉଦ୍ୟମ କରିଥିଲେ। ମହିଳାଜଣକ ନିଜର ସମ୍ପର୍କୀୟମାନଙ୍କୁ ଏନେଇ ଖବର ଦେବାରୁ ସେମାନେ ମିଳିତ ଭାବେ ଆସି ଡାକ୍ତରଙ୍କୁ ମାରପିଟ କରିଥିଲେ। ପୁଲିସ ଆସି ସମ୍ପୃକ୍ତ ଡାକ୍ତରଙ୍କୁ ଉଦ୍ଧାର କଲା। କିନ୍ତୁ କାହାର ଚାପ ପଡ଼ିଲା କେଜାଣି ପୁଲିସ୍ ତାଙ୍କର ମେଡିକାଲ ଚିକିତ୍ସା କରାଇ ଛାଡ଼ିଦେଲା। ଏପରିକି ଅଭିଯୋଗକାରିଣୀ ମଧ୍ୟ ତାଙ୍କର କେସ୍ ରଫାଦଫା ହୋଇଛି ବୋଲି କହିଲେ। ତେବେ ପ୍ରଶ୍ନ ଉଠୁଛି, ଯଦି ହସ୍ପିଟାଲରେ ସେଭଳି କୌଣସି ଦୁର୍ବ୍ୟବହାର ହୋଇନି ତା’ହେଲେ ଡାକ୍ତରଙ୍କୁ ପୁଲିସ ଥାନାକୁ ନେଇଥିଲା କାହିଁକି। ଆଉ ସମ୍ପୃକ୍ତ ମହିଳା ରୋଗୀଙ୍କ ସମ୍ପର୍କୀୟମାନେ ସେହି ଡାକ୍ତରଙ୍କୁ ମାରପିଟ୍ କଲେ କିପରି। ଚିକିତ୍ସା ଦାୟିତ୍ୱରେ ଥିବା କରୋନା ଯୋଦ୍ଧାଙ୍କୁ ମାରପିଟ୍ କରିବା ଘଟଣାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି କାହିଁକି। କାହା ଚାପରେ ପୁଲିସ, ଚିକିତ୍ସା ଅଧିକାରୀ ସମସ୍ତେ ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ମୁଲତବୀ ପ୍ରସ୍ତାବରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ୋନତା ପ୍ରଦୀପ୍ତ କୁମାର ନାଏକ, ବିଧାୟକ ଜୟନାରାୟଣ ମିଶ୍ର,କେ.ସୂର୍ଯ୍ୟନାରାୟଣ ରାଓ, ସୁରେଶ କୁମାର ରାଉତରାୟ, ଅମର ପ୍ରସାଦ ଶତପୀଥ, ପ୍ରତାପ ଦେବ ନିଜର ମତ ରଖିଥିଲେ। ଏପରିକି ସରକାରଙ୍କ କୋଭିଡ୍ ପରିଚାଳନା ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ବିଜେପି ସଦସ୍ୟମାନେ ଆଜି କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story