ପ୍ରଧାନମନ୍ତ୍ରୀଙ୍କୁ ଦିଲୀପଙ୍କ ଚିଠି, ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ମାନ୍ୟତା ଦାବି

ନୂଆଦିଲ୍ଲୀ:  ଦିଲ୍ଲୀର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଜି  ବିଧାୟକ ଦିଲୀପ ରାୟ ଏକ ଚିଠି ଦେଇଛନ୍ତି। ରାଉରକେଲା ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରସଙ୍ଗରେ ଏଥିରେ ଉଲ୍ଲେଖ ହୋଇଛି। ଏହା ସହ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କାମରେ ବିଳମ୍ବ ହେଉଥିବା ଏବଂ ବୀରମିତ୍ରପୁର-ବାରକୋଟ ଏନଏଚ୍‌ର ଉନ୍ନତିରେ ବିଳମ୍ବ ସଂପର୍କରେ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି ରାଉରକେଲାରେ ବିଭିନ୍ନ ଉନ୍ନୟନମୂଳକ କାମ ବିଳମ୍ବରେ ହେଉଥିବା ଦିଲ୍ଲୀପ ଚିଠିରେ […]

dilip ray

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 01:17 PM IST

ନୂଆଦିଲ୍ଲୀ:  ଦିଲ୍ଲୀର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଜି  ବିଧାୟକ ଦିଲୀପ ରାୟ ଏକ ଚିଠି ଦେଇଛନ୍ତି। ରାଉରକେଲା ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରସଙ୍ଗରେ ଏଥିରେ ଉଲ୍ଲେଖ ହୋଇଛି। ଏହା ସହ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କାମରେ ବିଳମ୍ବ ହେଉଥିବା ଏବଂ ବୀରମିତ୍ରପୁର-ବାରକୋଟ ଏନଏଚ୍‌ର ଉନ୍ନତିରେ ବିଳମ୍ବ ସଂପର୍କରେ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି ରାଉରକେଲାରେ ବିଭିନ୍ନ ଉନ୍ନୟନମୂଳକ କାମ ବିଳମ୍ବରେ ହେଉଥିବା ଦିଲ୍ଲୀପ ଚିଠିରେ ଲେଖିଛନ୍ତି।

Related story