ନ୍ୟାଶନାଲ ବୋନ୍ ଆଣ୍ଡ ଜଏଣ୍ଟ ଡେ ଅବସରରେ ରୋଡ୍ ଓ ଟ୍ରାଫିକ ସୁରକ୍ଷା ନେଇ ସଚେତନତା

ଭୁବନେଶ୍ୱର: ଆଜି ନ୍ୟାଶନାଲ ବୋନ୍ ଆଣ୍ଡ ଜଏଣ୍ଟ ଡେ଼। ପ୍ରତି ବର୍ଷ ଅଗଷ୍ଟ ୪ ତାରିଖକୁ ନ୍ୟାଶନାଲ ବୋନ୍ ଆଣ୍ଡ ଜଏଣ୍ଟ ଡେ ରୁପେ ପାଳନ କରାଯାଏ। ଏହି ଅବସରରେ ଭାରତୀୟ ଅସ୍ଥି ଶଲ୍ୟ ସଂଘ ପକ୍ଷରୁ ଓଡ଼ିଶାରେ  ରୋଡ୍ ଓ ଟ୍ରାଫିକ ସୁରକ୍ଷା ନେଇ ସଚେତନତା କରାଯାଉଛି। ସଡ଼କ ଦୁର୍ଘଟଣାରେ ଦେଶରେ ତୃତୀୟ ସର୍ବାଧିକ ମୃତ୍ୟୁ ଘଟୁଥିବାରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭିନ୍ନ ସ୍ଥାନରେ ସଚେତନତା ଶିବିର ସହ ଲିଫଲେଟ୍ ବଣ୍ଟନ କରାଯାଉଛି।

police

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 07:28 AM IST

Related story