ଗରିବ ସ୍କୁଲ ପିଲାଙ୍କ ଗହଣରେ ପ୍ରେସ ଦିବସ ପାଳିଲେ ସାମ୍ୱାଦିକ

ବାଲିଗୁଡ଼ା (ଅଜିତ ନାୟକ): ଗରିବ ଅସହାୟ କୁନି କୁନି ସ୍କୁଲ ପିଲାମାନଙ୍କ ଗହଣରେ ଜାତୀୟ ପ୍ରେସ୍‌ ଦିବସ ପାଳିଲେ ଗଣମାଧ୍ୟମ ପ୍ରତିନିଧି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପ୍ଲିହେରି ପଞ୍ଚାୟତରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜୀବୀ ଉମେଶ କର ଓ ବିଜ୍ଞାନ ଶିକ୍ଷକ ସଞ୍ଜୟ ସାହୁ ଯୋଗଦେଇ ଜାତୀୟ ପ୍ରେସ ଦିବସର ମୂଳ ଲକ୍ଷ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ମହାମାରୀ କରୋନା ଯୋଗୁ ପିଲାମାନେ ସ୍କୁଲ ନ ଯାଇ ଘରେ ରହିଛନ୍ତି। […]

National Press Day

National Press Day

Manoranjan Sial
  • Published: Wednesday, 17 November 2021
  • Updated: 17 November 2021, 07:44 PM IST

ବାଲିଗୁଡ଼ା (ଅଜିତ ନାୟକ): ଗରିବ ଅସହାୟ କୁନି କୁନି ସ୍କୁଲ ପିଲାମାନଙ୍କ ଗହଣରେ ଜାତୀୟ ପ୍ରେସ୍‌ ଦିବସ ପାଳିଲେ ଗଣମାଧ୍ୟମ ପ୍ରତିନିଧି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପ୍ଲିହେରି ପଞ୍ଚାୟତରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜୀବୀ ଉମେଶ କର ଓ ବିଜ୍ଞାନ ଶିକ୍ଷକ ସଞ୍ଜୟ ସାହୁ ଯୋଗଦେଇ ଜାତୀୟ ପ୍ରେସ ଦିବସର ମୂଳ ଲକ୍ଷ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ମହାମାରୀ କରୋନା ଯୋଗୁ ପିଲାମାନେ ସ୍କୁଲ ନ ଯାଇ ଘରେ ରହିଛନ୍ତି। ସେମାନଙ୍କ ପାଠ ପଢା ପ୍ରଭାବିତ ହୋଇଛି।

ଏହି ଅବସରରେ ପିଲାମାନଙ୍କୁ ପାଠ୍ୟ ଉପକରଣ ସହ ବିସ୍କୁଟ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଜାତୀୟ ପ୍ରେସ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବା ଯୋଗୁ ଅତିଥି ଖୁସି ପ୍ରକଟ କରିବା ସହ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story