ଦାରିଙ୍ଗବାଡିରେ କାର୍ଯ୍ୟକ୍ଷମ ହେଲା ନେଚର କ୍ୟାମ୍ପ

<p>କନ୍ଦମାଳ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ନବ ନିର୍ମିତ ନେଚର କ୍ୟାମ୍ପ ଉଦ୍&zwnj;ଘାଟିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଏହାକୁ ଉଦ୍&zwnj;ଘାଟନ କରିଛନ୍ତି। ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏହି ନେଚର କ୍ୟାମ୍ପର ମଜା ଉଠାଇ ପାରିବେ।</p> <p>୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ନେଚର କ୍ୟାମ୍ପ। କ୍ୟାମ୍ପରେ ରହିବାକୁ ହେଲେ ପର୍ଯ୍ୟଟକଙ୍କୁ ଅନଲାଇନ୍&zwnj;ରେ ବୁକିଂ କରିବାକୁ ପଡ଼ିବ। ଚେଚର କ୍ୟାମ୍ପ ପ୍ରତିଷ୍ଠା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ଉଦଘାଟନୀ ଉତ୍ସବରେ ବାଲିଗୁଡ଼ା ଓ ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 07:37 PM IST

Sports

Latest News

<p>କନ୍ଦମାଳ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ନବ ନିର୍ମିତ ନେଚର କ୍ୟାମ୍ପ ଉଦ୍&zwnj;ଘାଟିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଏହାକୁ ଉଦ୍&zwnj;ଘାଟନ କରିଛନ୍ତି। ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏହି ନେଚର କ୍ୟାମ୍ପର ମଜା ଉଠାଇ ପାରିବେ।</p><p>୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ନେଚର କ୍ୟାମ୍ପ। କ୍ୟାମ୍ପରେ ରହିବାକୁ ହେଲେ ପର୍ଯ୍ୟଟକଙ୍କୁ ଅନଲାଇନ୍&zwnj;ରେ ବୁକିଂ କରିବାକୁ ପଡ଼ିବ। ଚେଚର କ୍ୟାମ୍ପ ପ୍ରତିଷ୍ଠା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି। ଉଦଘାଟନୀ ଉତ୍ସବରେ ବାଲିଗୁଡ଼ା ଓ ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos