ନଡ୍ଡାଙ୍କୁ ଭେଟିଲେ ନବୀନ: କୋରାପୁଟ ଓ ବାରିପଦା ମେଡିକାଲ୍‌ କଲେଜରେ ଚଳିତ ବର୍ଷରୁ ନାମଲେଖା ପାଇଁ ଦାବି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ସଂସଦ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ସେ ବାରିପଦା, ବାଲେଶ୍ୱର, କୋରାପୁଟ, ବଲାଙ୍ଗିର ଓ ପୁରୀରେ ନୂଆ ମେଡ଼ିକାଲ୍ ପ୍ରତିଷ୍ଠା ନେଇ ନଡ୍ଡାଙ୍କ ସହ ଆଲୋଚନା କରିଥିଲେ। ବକେୟା ୩୭୯ କୋଟି ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ। ସେହିପରି ବାରିପଦା ଓ କୋରାପୁଟ ମେଡିକାଲ୍ କଲେଜରେ ଆଡ୍‌ମିଶନ୍ ନାଇ ଦାବି କରିଛନ୍ତି। ୨୦୧୭-୧୮ରୁ ପ୍ରଥମ ବ୍ୟାଚ୍ ଆଡ୍‌ମିଶନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ […]

naveen

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 02:06 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ସଂସଦ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ସେ ବାରିପଦା, ବାଲେଶ୍ୱର, କୋରାପୁଟ, ବଲାଙ୍ଗିର ଓ ପୁରୀରେ ନୂଆ ମେଡ଼ିକାଲ୍ ପ୍ରତିଷ୍ଠା ନେଇ ନଡ୍ଡାଙ୍କ ସହ ଆଲୋଚନା କରିଥିଲେ। ବକେୟା ୩୭୯ କୋଟି ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ। ସେହିପରି ବାରିପଦା ଓ କୋରାପୁଟ ମେଡିକାଲ୍ କଲେଜରେ ଆଡ୍‌ମିଶନ୍ ନାଇ ଦାବି କରିଛନ୍ତି। ୨୦୧୭-୧୮ରୁ ପ୍ରଥମ ବ୍ୟାଚ୍ ଆଡ୍‌ମିଶନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

Related story