ନବୀନ ନିବାସ ଜମି କେଳେଙ୍କାରି ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ନେଇ ଜିରୋ ଟଲେରେନ୍ସର ନାରା ଦେଉଛନ୍ତି ରାଜ୍ୟ ସରକାର। ହେଲେ ଖୋଦ ରାଜ୍ୟ ମୁଖିଆ ରହୁଥିବା ଜାଗାର ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁଥିବା ‘ନବୀନ ନିବାସ’ ଜବରଦଖଲ ଜମିରେ ହୋଇଥିବା ଅଭିଯୋଗ ଆସିଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଅଭିଯୋଗ ଆସିଥିବା ବେଳେ ଏହି ସଙ୍ଗଠନ ଦ୍ୱିତୀୟଥର ପାଇଁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛି। ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି […]

naveen niwas

naveen niwas

Ordigital Desk
  • Published: Monday, 07 December 2020
  • Updated: 07 December 2020, 06:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ନେଇ ଜିରୋ ଟଲେରେନ୍ସର ନାରା ଦେଉଛନ୍ତି ରାଜ୍ୟ ସରକାର। ହେଲେ ଖୋଦ ରାଜ୍ୟ ମୁଖିଆ ରହୁଥିବା ଜାଗାର ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁଥିବା ‘ନବୀନ ନିବାସ’ ଜବରଦଖଲ ଜମିରେ ହୋଇଥିବା ଅଭିଯୋଗ ଆସିଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଅଭିଯୋଗ ଆସିଥିବା ବେଳେ ଏହି ସଙ୍ଗଠନ ଦ୍ୱିତୀୟଥର ପାଇଁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛି। ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।

ବିକାଶ ପରିଷଦର କହିବା ଅନୁଯାୟୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦର ମୁଖ୍ୟ ଫାଟକ ନିକଟରେ ଅବସ୍ଥିତ ‘ନବୀନ ନିବାସ’ ଜମିର ମୂଲ୍ୟ୨୦୦ କୋଟି ଟଙ୍କାରୁ  ଅଧିକ ହେବ। ଯାହା ବେଆଇନ।ପୂର୍ବରୁ ଭାରତୀୟ ବିକାଶ ପରିଷଦ wpc PIL no 8005/2019 ରେ ନବୀନ ନିବାସ ଜମି କେଳେଙ୍କାରୀ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା । ମାମଲରେ ଶୁଣାଣି କରି ହାଇକୋର୍ଟ ନିୟମ ଅନୁଯାୟୀ ୪ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକତରଫା ଭାବେ ଉପରୋକ୍ତ କେସର ପିଟିସନର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ ନଦେଇ ଓ ତାଙ୍କ ପକ୍ଷ ନଶୁଣି GA DEPT ତରଫରୁ ଏକ ଚିଠି NO 67 ତା 02.01.2020 ଇସ୍ୟୁ କରିଥିଲେ। ସେଥିରେ ଦର୍ଶାଇଲେ ଯେ, limitation act 1963 ଧାରା 5 ଅନୁସାରେ ଭିମପୁର ମୌଜାରେ ଖାତା NO 123 ଓ 575 1989 ମସିହା Settlementରେ ଜ୍ଞାନ ପଟ୍ଟନାୟକଙ୍କ ସ୍ଵାମୀ ବିଜୁ ପଟ୍ଟନାୟକଙ୍କ ନାମରେ ରେକର୍ଡ ଭୁକ୍ତ କରାଯାଇଛି। ଏଭିଡେନ୍ସ ଆକ୍ଟ 1972 ଧାରା 90 ପ୍ରକାରେ ତିନି ଦଶନ୍ଧି ହେଇଯାଇଛି ଏବଂ ଖତିଆନ NO 707/15 ଭିମପୁର ମୌଜା ମ୍ୟୁଟେସନ କେସ NO 11949/09 ଏବଂ 11947/09, ଧାରା 5 CPC 1973 ଅନୁଯାୟୀ ତହସିଲଦlର ଭୁବନେଶ୍ଵରଙ୍କ ଆଦେଶ ଅନୁସାରେ ରେକର୍ଡ ହୋଇଛି। ତେଣୁ ନିୟମ ଅନୁସାରେ ଠିକ୍ ଅଛି ବୋଲି ଆଦେଶ ପ୍ରଦାନ କରି  ପିଟିସନକୁ ନାକଚ କରାଯାଇଛି ବୋଲି ରେଜିଷ୍ଟ୍ରାର ଉଚ୍ଚନ୍ୟାୟାଳୟ ଏବଂ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଲିଖିତ ଆକାରରେ ଜଣାଇଥିଲେl ଯାହାକି ଏହା ବେନିୟମ ଆଦେଶ ଓ ଏକତରଫା ବୋଲି ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ସେ ଦର୍ଶାଇଛନ୍ତି ଯେ ଉକ୍ତ ଜମି ଖେୱାଟ no 1 ପ୍ରକାରେ ଲିଙ୍ଗରାଜ ମହାପ୍ରଭୁ ଓ ଖେୱାଟ  NO 4 ପ୍ରକାରେ ରୟତ ତପୋନିଧି ସୁଦର୍ଶନ ଭାରତୀ ଗୋସ୍ଵାମୀ ମାର୍ତଫଦାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଟ୍ରଷ୍ଟ୍ ବୋର୍ଡଙ୍କ ସମ୍ପତ୍ତି। ଦେବୋତ୍ତର କମିସନଙ୍କ ବିନା ଅନୁମତିରେ ‌ଏହା କୌଣସି ବ୍ୟକ୍ତିଙ୍କ ନାମରେ ରେକର୍ଡ ହେଇପାରିବ ନାହିଁ। ତେଣୁ ଏହି ଆଦେଶର ପ୍ରତିବାଦରେ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ପୁନଶ୍ଚ 20.07.2020ରେ ଲିଖିତ ଆକାରରେ ଜଣାଇଲେ ଯେ limitation act 1963 ଧାରା 17 ର ଉଲ୍ଲଂଘନ କରୁଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଓଡ଼ିଶା ଭୂସଂସ୍କାର ଆଇନ 1958 ଓ ଦେବୋତ୍ତର କମିଶନଙ୍କ ବିନା ଆଦେଶରେ OHRE ACT 1951 ଅନୁଯାଇ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି କୌଣସି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇପାରିବ ନାହିଁl

ଅନ୍ୟପକ୍ଷରେ ପ୍ରମୁଖ ଶାସନ ରାଜସ୍ଵ ବିଭାଗ ଆଦେଶ NO 28099 ତା 23.09.20ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ବେନିୟମ ଭାବେ 1989 ବନ୍ଦୋବସ୍ତରେ ଲିଙ୍ଗରାଜ ମହାପ୍ରଭୁଙ୍କ ଭିମପୁର ମୌଜା ଜମି ଭୁଲ ଭାବେ ଶ୍ରୀ ଲିଙ୍ଗl ପ୍ରଧାନ ନାମରେ ପଟ୍ଟା ପ୍ରଦାନ କରାଯାଇଛି। ଉକ୍ତ ଜମି ଖେୱାଟ no 1 ପ୍ରକାରେ ଲିଙ୍ଗରାଜ ମହାପ୍ରଭୁ ଓ ଖେୱାଟ no 4 ପ୍ରକାରେ ଚାଷୀ ତପୋନିଧି ସୁଦର୍ଶନ ଭାରତୀ ଗୋସ୍ଵାମୀ ଏବଂ  ଉପଚାଷୀ ଲିଙ୍ଗରାଜ ପ୍ରଧାନଙ୍କ ନାମରେ ବେନିୟମ ଭାବରେ ରେକର୍ଡ଼ ହେଇଛି। ତେଣୁ ରିଭ୍ୟୁ ପିଟିସନ୍ ଦାଖଲ କରି ଏହି ଜମିକୁ ଲିଙ୍ଗରାଜଙ୍କ ନାମକୁ ଆଣିବା ସହିତ ରାଜସ୍ଵ ବିଭାଗ ଓ ବନ୍ଦୋବସ୍ତ ଅଧିକାରୀଙ୍କ ବିରୋଧରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ବିକାଶ ପରିଷଦ ତରଫରୁ ଦାବି ହେବା ସହିତ ପୁଣି ଥରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ବୋଲି ଏହାର ସଭାପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story