ପ୍ରଗତିଶୀଳ ଓ ବିକାଶକେନ୍ଦ୍ରିକ ବଜେଟ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ପେପରମୁକ୍ତ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ(ଗ୍ରୀନ୍ ବଜେଟ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ ଏହା ପ୍ରଗତିଶୀଳ, ବିକାଶକେନ୍ଦ୍ରିକ ଓ ଗରିବଙ୍କ ସ୍ୱାର୍ଥରେ ବଜେଟ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ପେନ୍ ଡ୍ରାଇଭରେ ଓଡ଼ିଶା ବଜେଟ-୨୦୨୨ ଦେଇଥିଲେ। ଯାହାକି ଓଡ଼ିଶା ସରକାରଙ୍କ ‘ଗ୍ରୀନ୍ ବଜେଟ’ର ଏକ ପଦକ୍ଷେପ । ଏଭଳି ପେପରମୁକ୍ତ ବଜେଟ ଉପସ୍ଥାପନ […]

Nabin

Nabin

Ordigital Desk
  • Published: Saturday, 02 July 2022
  • Updated: 04 July 2022, 09:34 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ପେପରମୁକ୍ତ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ(ଗ୍ରୀନ୍ ବଜେଟ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ ଏହା ପ୍ରଗତିଶୀଳ, ବିକାଶକେନ୍ଦ୍ରିକ ଓ ଗରିବଙ୍କ ସ୍ୱାର୍ଥରେ ବଜେଟ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ପେନ୍ ଡ୍ରାଇଭରେ ଓଡ଼ିଶା ବଜେଟ-୨୦୨୨ ଦେଇଥିଲେ। ଯାହାକି ଓଡ଼ିଶା ସରକାରଙ୍କ ‘ଗ୍ରୀନ୍ ବଜେଟ’ର ଏକ ପଦକ୍ଷେପ ।
ଏଭଳି ପେପରମୁକ୍ତ ବଜେଟ ଉପସ୍ଥାପନ କରି ଓଡ଼ିଶା ନିଜକୁ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିପାଦିତ କରିବ । ବଜେଟ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ସୁବିଧା ସୃଷ୍ଟି, ଗୁଣାତ୍ମକ ଶିକ୍ଷା ଓ ସ୍କୁଲ ରୂପାନ୍ତରଣ, ଜୀବନ ଜୀବିକା, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ପୁଞ୍ଜି ବ୍ୟୟକୁ ୫୬ପ୍ରତିଶତରୁ ଅଧିକ କରାଯାଇଛି, ଯାହାକି ଦ୍ରୁତ ଅଭିବୃଦ୍ଧି କରାଇବ ।
ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବଜେଟରେ ୨ହଜାର କୋଟି ଟଙ୍କା ବରାଦ ହୋଇଛି। ଏହା ରାଜ୍ୟର ୭୦ଲକ୍ଷ ମହିଳାଙ୍କ ପାଇଁ ସରକାରଙ୍କ ଯୋଗଦାନକୁ ଆହୁରି ନିବିଡ଼ କରାଇବ । ‘ବଜେଟ୍ ସ୍ଥିରୀକୃତ ପାଣ୍ଠି’ ସୃଷ୍ଟି ପାଇଁ ଆମର ପଦକ୍ଷେପ ଭବିଷ୍ୟତରେ ରାଜସ୍ୱ ସମସ୍ୟାକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story