ନବୀନ ବାବୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ: ପ୍ରଦୀପ୍ତ ନାୟକ

ଭବାନୀପାଟଣା(ରାଜକୁମାର ସିଂହଦେଓ): ପୁରୀ ଗଣଦୁଷ୍କର୍ମ ଘଟଣା ନେଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଆଜି ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଦୁଷ୍କର୍ମ ଘଟଣାକୁ ନେଇ ସରକାର ସଚେତନ ନଥିବା ସହ ଘଟଣାକୁ ଗୁରୁତ୍ୱ ଦେଉ ନଥିବାରୁ ସାରା ରାଜ୍ୟରେ ଏହା ବଢ଼ିବାରେ ଲାଗିଛି। କଳାହାଣ୍ଡି, ପଦ୍ମପୁର, କୋରାପୁଟ ଓ ପିପିଲିରେ ଏଭଳି ଘଟଣା ଘଟିଛି। ନିକଟରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ଯେପରି ଗଣଦୁଷ୍କର୍ମ କରାଗଲା ଦୋଷୀକୁ  ନବୀନ ସରକାର ଦୋଷର ପରିସରଭୁକ୍ତ କରିପାରୁ ନାହାନ୍ତି। ଗତକାଲି […]

BJP

BJP

Jyoshna Pradhan
  • Published: Tuesday, 03 December 2019
  • Updated: 03 December 2019, 02:21 PM IST

Sports

Latest News

ଭବାନୀପାଟଣା(ରାଜକୁମାର ସିଂହଦେଓ): ପୁରୀ ଗଣଦୁଷ୍କର୍ମ ଘଟଣା ନେଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଆଜି ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଦୁଷ୍କର୍ମ ଘଟଣାକୁ ନେଇ ସରକାର ସଚେତନ ନଥିବା ସହ ଘଟଣାକୁ ଗୁରୁତ୍ୱ ଦେଉ ନଥିବାରୁ ସାରା ରାଜ୍ୟରେ ଏହା ବଢ଼ିବାରେ ଲାଗିଛି। କଳାହାଣ୍ଡି, ପଦ୍ମପୁର, କୋରାପୁଟ ଓ ପିପିଲିରେ ଏଭଳି ଘଟଣା ଘଟିଛି। ନିକଟରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କୁ ଯେପରି ଗଣଦୁଷ୍କର୍ମ କରାଗଲା ଦୋଷୀକୁ  ନବୀନ ସରକାର ଦୋଷର ପରିସରଭୁକ୍ତ କରିପାରୁ ନାହାନ୍ତି।

ଗତକାଲି ନିମାପଡ଼ାରେ ଜଣେ ଝିଅ ଲିଫ୍ଟ ମାଗିଲା। ହେଲେ ପୁଲିସ୍‌ ପରିଚୟରେ ଲିଫ୍ଟ ଦେବାକୁ କହି ପୁରୀ ପୁଲିସ୍ କଲୋନୀରେ ଅସାମାଜିକ ବ୍ୟକ୍ତିଙ୍କ  ଦ୍ୱାରା ତାଙ୍କର ଗଣଦୁଷ୍କର୍ମ କରାଗଲା। ଏହି ଘଟଣାର ତଦନ୍ତ ଓଡ଼ିଶା ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଜରିଆରେ ନହେଉ। ଏହି ଘଟଣାର ନିରପକ୍ଷତା ଆଣିବାକୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ନାରୀ ଉପରେ ନିର୍ଯତନା ବାରମ୍ବାର ଘଟୁଥିବାରୁ ନବୀନ ବାବୁ ନୈତିକତା ଦୃଷ୍ଟିକୋଣରୁ ନିହାତି ଭାବେ ଇସ୍ତଫା ଦେବାର ଆବଶ୍ୟକତା ରହିଛି। କାରଣ ଏପରି କେବଳ ଗୋଟିଏ ଘଟଣା ଘଟି ନାହିଁ। ”

ସେ ଆହୁରି କହିଛନ୍ତି,“ ଦିନକୁ ଦିନ ଏପରି ବହୁ ଘଟଣା ଘଟୁଛି। ନବୀନ ବାବୁ ନିଜେ ସ୍ଥିର। ସେ ଫାଇଭି ଟିରେ ବ୍ୟସ୍ତ ଅଛନ୍ତି। ନିଜର ସ୍ୱଚ୍ଛତାକୁ ଠିକ୍ ପ୍ରତିପାଦନ କରିବା ପାଇଁ ବସିଛନ୍ତି। ହେଲେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିଲେ ଏମିତି ଘଟଣା ଘଟନ୍ତା ନାହିଁ। ଏପର୍ଯ୍ୟନ୍ତ ପିପିଲି, ପାଇକମାଳ,କୋରାପୁଟ ଓ ହରିଦାସପୁର ଘଟଣାରେ କୌଣସି କଠୋର ଦଣ୍ଡବିଧାନ କରାଯାଇନାହିଁ।

ଏବେ ଏହି ଘଟଣାରେ ବି କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏହାର କାରଣ ହେଲା-ଯେତେ ଘଟଣା ଘଟିଲେ ବି ଆଇନ ତା ବାଟରେ ଯିବ କହି ନବୀନ ବାବୁ ନିଜକୁ ସୁରକ୍ଷା ଦେଉଛନ୍ତି। ଏଥର ମୁକୁଳିବା କଥା ଚେଷ୍ଟା କରନ୍ତୁ ନାହିଁ। କମ୍ ସେ କମ୍ ନୈତିକ ଦାୟିତ୍ୱ ନେବାର ଆବଶ୍ୟକତା ଅଛି। ଠିକ୍ ସେ କାମ କରୁନ୍ତୁ। ନଚେତ୍ ନିଜେ ନୈତିକତା ଦୃଷ୍ଟି କୋଣରୁ ଇସ୍ତଫା ଦିଅନ୍ତୁ।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story