ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋ’ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ, ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି। ଏହାଛଡ଼ା ହାଇକୋର୍ଟର ବିଚାରପତିମାନଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ସର୍ବାଧିକ ୩ଟି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚିଠିରେ ଲେଖିଲେ। ଆମେ ପଢ଼ିଥିବା ସ୍କୁଲ ସହ ଭାବାବେଗ ସମ୍ପର୍କ ରହିଥାଏ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତ ଓ ବିଦେଶରେ ଥିବା ଓଡ଼ିଆମାନେ ନିଜ ନିଜର ପୁରାତନ […]

mo-school

mo-school

Manoranjan Sial
  • Published: Monday, 25 January 2021
  • Updated: 25 January 2021, 04:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋ’ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ, ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି। ଏହାଛଡ଼ା ହାଇକୋର୍ଟର ବିଚାରପତିମାନଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ସର୍ବାଧିକ ୩ଟି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚିଠିରେ ଲେଖିଲେ। ଆମେ ପଢ଼ିଥିବା ସ୍କୁଲ ସହ ଭାବାବେଗ ସମ୍ପର୍କ ରହିଥାଏ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତ ଓ ବିଦେଶରେ ଥିବା ଓଡ଼ିଆମାନେ ନିଜ ନିଜର ପୁରାତନ ସ୍କୁଲ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସେହି ଭାବନାତ୍ମକ ସଂପର୍କକୁ ନେଇ ଗଠନମୂଳକ କାର୍ଯ୍ୟ କରିବା ହେଉଛି ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ। ଏହା ସହିତ ସାମୂହିକ ଉଦ୍ୟମକୁ ଅନୁପ୍ରାଣିତ କରିବା, ପାରିପାର୍ଶ୍ୱିକ ସମାଜର ସହଭାଗିତାକୁ ପ୍ରୋତ୍ସାହିତ କରିବା, ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ସକ୍ରିୟ ଥିବା ବିଭିନ୍ନ ବେସରକାରୀ ସଂଗଠନମାନଙ୍କ ସହ ନିମ୍ନଲିଖିତ ପରିସରରେ ସହଯୋଗିତା କରିବା ଉଲ୍ଲେଖନୀୟ ଉଦ୍ଦେଶ୍ୟ।

୨୦୧୭ ନଭେମ୍ୱର ୧୪ ତାରିଖ ଶିଶୁ ଦିବସ ଅବସରରେ ଏହି ଯୋଜନାକୁ ରାଜ୍ୟ ସରକାର ପ୍ରଣୟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story