ଦିଲ୍ଲୀରୁ ଫେରି ନବୀନ କହିଲେ- ଧାନର ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ର ପାଖରେ ଦାବି କରୁ ରାଜ୍ୟ ବିଜେପି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଗସ୍ତ ସାରି ଆଜି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରରେ ପହଞ୍ଚିବା ପରେ ନବୀନ କହିଛନ୍ତି- &ldquo;ଅନ୍ତଃରାଜ୍ୟ ପରିଷଦ ବୈଠକରେ ଓଡ଼ିଶାର ସ୍ୱାର୍ଥ ନେଇ ବିଭିନ୍ନ ଦାବି ରଖିଥିଲି। ମହାନଦୀ ଟ୍ରିବ୍ୟୁନାଲ ଗଠନ, ପୋଲାଭରମ କାମ ବନ୍ଦ ଓ ଧାନର ଏମ୍&zwnj;ଏସ୍&zwnj;ପି ବୃଦ୍ଧି ନେଇ ଦାବି ଉପସ୍ଥାପନ କରିଛି।&rdquo;</p> <p>ଅନ୍ୟପକ୍ଷରେ ଚାଷୀ ପ୍ରସଙ୍ଗରେ ଆସନ୍ତାକାଲି ବିଜେପିର ସଚିବାଳୟ ଚାଲ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବୀନ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରା ନଯିବା ହିଁ ଚାଷୀଙ୍କର ସବୁଠୁ ବଡ଼ ସମସ୍ୟା ବୋଲି ସେ ଯୁକ୍ତି କରିଛନ୍ତି। ଏନେଇ ସେ କେନ୍ଦ୍ର ନିକଟରେ ଦାବି କରିଛନ୍ତି, ତେଣୁ ବିଜେପି ଯଦି ଆନ୍ଦୋଳନ କରିବାକୁ ଚାହୁଁଛି, ତେବେ ଧାନର ଏମ୍&zwnj;ଏସ୍&zwnj;ପି ବୃଦ୍ଧି ନେଇ କେନ୍ଦ୍ର ସରକାର ପାଖରେ ଦାବି ଉପସ୍ଥାପନ କରୁ ବୋଲି ନବୀନ କହିଛନ୍ତି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 11:05 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଗସ୍ତ ସାରି ଆଜି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରରେ ପହଞ୍ଚିବା ପରେ ନବୀନ କହିଛନ୍ତି- &ldquo;ଅନ୍ତଃରାଜ୍ୟ ପରିଷଦ ବୈଠକରେ ଓଡ଼ିଶାର ସ୍ୱାର୍ଥ ନେଇ ବିଭିନ୍ନ ଦାବି ରଖିଥିଲି। ମହାନଦୀ ଟ୍ରିବ୍ୟୁନାଲ ଗଠନ, ପୋଲାଭରମ କାମ ବନ୍ଦ ଓ ଧାନର ଏମ୍&zwnj;ଏସ୍&zwnj;ପି ବୃଦ୍ଧି ନେଇ ଦାବି ଉପସ୍ଥାପନ କରିଛି।&rdquo;</p><p>ଅନ୍ୟପକ୍ଷରେ ଚାଷୀ ପ୍ରସଙ୍ଗରେ ଆସନ୍ତାକାଲି ବିଜେପିର ସଚିବାଳୟ ଚାଲ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବୀନ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରା ନଯିବା ହିଁ ଚାଷୀଙ୍କର ସବୁଠୁ ବଡ଼ ସମସ୍ୟା ବୋଲି ସେ ଯୁକ୍ତି କରିଛନ୍ତି। ଏନେଇ ସେ କେନ୍ଦ୍ର ନିକଟରେ ଦାବି କରିଛନ୍ତି, ତେଣୁ ବିଜେପି ଯଦି ଆନ୍ଦୋଳନ କରିବାକୁ ଚାହୁଁଛି, ତେବେ ଧାନର ଏମ୍&zwnj;ଏସ୍&zwnj;ପି ବୃଦ୍ଧି ନେଇ କେନ୍ଦ୍ର ସରକାର ପାଖରେ ଦାବି ଉପସ୍ଥାପନ କରୁ ବୋଲି ନବୀନ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos