ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରସ୍ତାବ: କୋଭିଡ୍ ଟିକା ଖୋଲା ବଜାରରେ ମିଳୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକା ଅଭାବକୁ ନେଇ ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଓଡ଼ିଶା ସରକାର ଆଜି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କେତେକ ପ୍ରସ୍ତାବ ପଠାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଖୋଲା ବଜାରରେ କୋଭିଡ୍ ଟିକା ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। କୋଭିଡ୍ ମହାମାରୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ […]

MODI-CALLS-UP-NAVEEN-TO-SEEK-SUPPORT-FOR-RTI-BILL-IN-RAJYA-SABHA

Ordigital Desk
  • Published: Saturday, 17 April 2021
  • Updated: 17 April 2021, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକା ଅଭାବକୁ ନେଇ ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଓଡ଼ିଶା ସରକାର ଆଜି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କେତେକ ପ୍ରସ୍ତାବ ପଠାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଖୋଲା ବଜାରରେ କୋଭିଡ୍ ଟିକା ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି।

କୋଭିଡ୍ ମହାମାରୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୩୦ତାରିଖରେ ଚିଠି ଲେଖି ଦେଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଟିକା ସରକାରୀ ବଣ୍ଟନ ବ୍ୟବସ୍ଥା ବାହାରେ ଯଦି ଖୋଲା ବଜାରରେ ଉପଲବ୍ଧ ହୋଇପାରନ୍ତା ତା’ହେଲେ ଯେକେହି ଏହାକୁ କିଣି ନେଇପାରନ୍ତେ। ଆଉ ସରକାର ମଧ୍ୟ ସମାଜର ସମ୍ବେଦନଶୀଳ ବର୍ଗକୁ କୋଭିଡ୍ ଟିକା ପ୍ରଦାନ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରନ୍ତେ । ସେହିପରି ଓଡ଼ିଶାରେ କୋଭିଡ୍ ଟିକାକୁ ନେଇ ରହିଥିବା ଅଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ଦିନକୁ ପ୍ରାୟ ୩ଲକ୍ଷ କୋଭିଡ୍ ଟିକା ଦେବାର ବ୍ôୟସ୍ଥା ହୋଇଛି । ଲୋକମାନେ ମଧ୍ୟ ଟିକା ନେବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ତେଣୁ ଟିକା ଯୋଗାଣରେ ହେଉଥିବା ବିଳମ୍ବ ଯୋଗୁ ସମସ୍ୟା ହେଉଛି । ରାଜ୍ୟରେ ଟିକାକରଣକୁ ସୁବ୍ୟବସ୍ଥ୍‌ିତ କରିବା ପାଇଁ ଅତିକମରେ ୨୫ଲକ୍ଷ କୋଭିଡ୍ ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାସହିତ ରାଜ୍ୟରେ ୪୫ବର୍ଷରୁ ଅଧିକ ବୟସର ସମସ୍ତ ଯୋଗ୍ୟ ଲୋକମାନଙ୍କୁ ଟିକାକରଣ ପାଇଁ ଅତିକମରେ ୧୬୦ଦିନ ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକର ଯଥେଷ୍ଟ ଦକ୍ଷତା ରହିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସହଯୋଗ କଲେ ଏହି ଟିକା ଉତ୍ପାଦନ ବୃଦ୍ଧି ପାଇପାରନ୍ତା । ଏହା ଏକ ଅସାଧାରଣ ସ୍ଥିତି ହୋଇଥିବାରୁ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ । ସେହିପରି କିଛି ମେଟ୍ରୋପଲିଟାନ ସହରରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସେଠାରେ ବୟସରେ କୋହଳ ଅବଲମ୍ବନ କରି ପ୍ରାଥମିକତା ଭିତ୍ତିରେ ଟିକାକରଣ ହେବା ଉଚିତ୍ । ଏସବୁ ସହର ଦେଶର ଅର୍ଥନୀତିକ କେନ୍ଦ୍ରସ୍ଥଳୀ ହୋଇଥିବାରୁ ସେସବୁ ଅଂଚଳରେ ଲକଡାଉନ ହେଲେ ସେଠାରେ ଥିବା ଶ୍ରମିକମାନେ ନିଜ ଘରକୁ ଫେରିବେ ଓ ତା’ର ପ୍ରଭାବ ଦେଶର ଅନ୍ୟ ଭାଗ ଉପରେ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story