ପୁଲିସ୍‌ ଇନଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭଦ୍ରକାଳି ଗାଁ ନିକଟରେ ପୁଲିସ୍‌ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ନକ୍ସଲମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି। ତେବେ ମୃତକଙ୍କ ନାଁ ଜଣାପଡ଼ିନାହିଁ।

deadbody

Jyoshna Pradhan
  • Published: Saturday, 12 October 2019
  • , Updated: 12 October 2019, 02:34 PM IST

Related story