BSF କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲଙ୍କ ଟାର୍ଗେଟରେ ପୁରୁଷ! ମହିଳାଙ୍କ ଉପରେ ପରିବାରର ବୋଝ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ନକ୍ସଲଙ୍କ ଟାର୍ଗେଟରେ ପୁରୁଷ। ଜୀବନ ପ୍ରତି ବିପଦ ଥିବାରୁ ଗାଁରୁ ପାଦ କାଢ଼ିବାକୁ ଭୟ କରୁଛନ୍ତି ପୁରୁଷ। ତେଣୁ ପରିବାର ବୋଝ ମହିଳାଙ୍କ କାନ୍ଧରେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ BSF କ୍ୟାମ୍ପ ପ୍ରତିଷ୍ଠା ପରେ ଆଖପାଖ ଅଞ୍ଚଳର ଗାଁ ଲୋକେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବାରୁ ନକ୍ସଲମାନେ ପୁରୁଷଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି। ଲାଲ୍‌ଗଡ଼ ଭାବେ ପରିଚିତ ସ୍ୱାଭିମାନ ଅଞ୍ଚଳରେ ରହିଛି ଜମୁଗୁଡା ସାପ୍ତାହିକ ହାଟ। ନକ୍ସଲ ସହିଦ ସ୍ତମ୍ଭ […]

naxal

naxal

Manoranjan Sial
  • Published: Saturday, 14 November 2020
  • Updated: 14 November 2020, 10:10 PM IST

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ନକ୍ସଲଙ୍କ ଟାର୍ଗେଟରେ ପୁରୁଷ। ଜୀବନ ପ୍ରତି ବିପଦ ଥିବାରୁ ଗାଁରୁ ପାଦ କାଢ଼ିବାକୁ ଭୟ କରୁଛନ୍ତି ପୁରୁଷ। ତେଣୁ ପରିବାର ବୋଝ ମହିଳାଙ୍କ କାନ୍ଧରେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ BSF କ୍ୟାମ୍ପ ପ୍ରତିଷ୍ଠା ପରେ ଆଖପାଖ ଅଞ୍ଚଳର ଗାଁ ଲୋକେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବାରୁ ନକ୍ସଲମାନେ ପୁରୁଷଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି।

ଲାଲ୍‌ଗଡ଼ ଭାବେ ପରିଚିତ ସ୍ୱାଭିମାନ ଅଞ୍ଚଳରେ ରହିଛି ଜମୁଗୁଡା ସାପ୍ତାହିକ ହାଟ। ନକ୍ସଲ ସହିଦ ସ୍ତମ୍ଭ ତଳେ ଲାଗୁଛି ଏହି ଜାମୁଗୁଡା ହାଟ। ନକ୍ସଲଙ୍କ ଏହି ଲାଲ ପତାକା ତଳେ ସବୁ ହେଉଛି ହିସାବ ନିକାଶ। ଏହି ଅଞ୍ଚଳରୁ ଆରମ୍ଭ ହେଇଯାଉଛି ନକ୍ସଲଙ୍କ ଦବଦବା। ଏହି ସ୍ଥାନଠାରୁ ଆଣ୍ଡ୍ର।ପାଲ୍ଲୀ ଓ ଯନ୍ତ୍ରୀ ପଞ୍ଚାୟତ ପର୍ଯ୍ୟନ୍ତ ରହିଛି ନକ୍ସଲଙ୍କ ବିରାଟ ସମ୍ରାଜ୍ୟ। ନକ୍ସଲଙ୍କ ବିନା ଇସାରାରେ ପତ୍ରଟିଏ ବି ହଲେନି।

ତେବେ ସୁରକ୍ଷା ବାହିନୀର କଡା ପହରା ଯୋଗୁ ସ୍ୱାଭିମାନ ଅଞ୍ଚଳର ଅଧାରୁ ଅଧିକାଂଶ ଅଞ୍ଚଳ ପୁଲିସର ସୁରକ୍ଷା ବଳୟ ମଧ୍ୟରେ ରହିଛି। ସ୍ୱାଭିମାନ ଅଞ୍ଚଳରେ ଜାନବାଇ, ପାପରମେଟଲା, ଡ଼ଲିଆମ୍ବ, ହାନ୍ତାଳଗୁଡା, ଦାରଲାବେଡା ଓ ଗୁରା ସେତୁରେ BSF କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲଙ୍କ ଦୁର୍ଗ ଏକ ପ୍ରକାର ଭୁଶୁଡି ପୋଡ଼ିଛି। ତେଣୁ ନକ୍ସଲ ଏବେ ରକ୍ତମୁଖା ହୋଇ ଉଠିଛନ୍ତି। ପୁଲିସ ସୁରକ୍ଷା ଯୋଗୁ ଗାଁ ଲୋକ ନକ୍ସଲଙ୍କ ହାତ ଛାଡ଼ି ଦେଇଥିବାରୁ ନକ୍ସଲ ସଙ୍ଗଠନ ଏକ ପ୍ରକାର ଦୁର୍ବଳ ହୋଇପଡିଛି। ଏହି BSF କ୍ୟାମ୍ପ ହେବା ପରେ ସ୍ୱାଭିମାନ ଅଞ୍ଚଳର ଲୋକେ ନକ୍ସଲ ହାତ ଛାଡି ନିଜ ଅଞ୍ଚଳର ବିକାଶ ପାଇଁ ପୁଲିସ ସହ ମିଶିବାରୁ ନକ୍ସଲମାନେ ବିରୋଧ କରୁଛନ୍ତି। ସେଥିପାଇଁ ଏହି ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଜଣେ ବୟସ୍କା ବୃଦ୍ଧାଙ୍କ କହିବା ଅନୁସାରେ ଆମ ଗାଁ ପାଖହାଟ ୩ କିଲୋମିଟର ଦୂର ହେଲେ ମଧ୍ୟ ଯିବାକୁ ଭୟ ଲାଗୁଛି। ଆମ ଗାଁର ପୁରୁଷ ଲୋକଙ୍କୁ ନକ୍ସଲ ମାରିଦେବେ। ପୁଲିସ ସହିତ ଆମେ ହାତକୁ ହାତ ମିଶାଇ ଥିବାରୁ ନକ୍ସଲ ଆମ ଉପରେ ଖପ୍ପା ହୋଇଛନ୍ତି। ଆମେ ଆମ ଗାଁ ପାଖ ହାଟକୁ ଯିବାକୁ ଭୟ କରୁଛୁ ବୋଲି ବୃଦ୍ଧା ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story