ନକ୍ସଲଙ୍କ ବର୍ବର କାଣ୍ଡ; ଘରୁ ଡାକି ନେଇ ହାଣି ଦେଲେ

ଚିତ୍ରୋକୋଣ୍ଡା( ରତ୍ନାକର ପ୍ରଧାନ): ପୁଲିସ୍‌ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କଲେ ନକ୍ସଲ। ଏପରି ଛାତି ଥରା, ଲୋମଟାଙ୍କୁରା ଘଟଣା ଆନ୍ଧ୍ର ଓଡିଶା ସୀମାନ୍ତ  ଅଞ୍ଚଳରେ ଗତରାତିରେ ଘଟିଛି। ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ପେଦାବାଇଲୁ ବ୍ଲକ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ । ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡିଏରୁ  ଊର୍ଦ୍ଧ୍ୱ ନକ୍ସଲ  ସତୀଶ ବାବୁ ଘର ନିକଟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ   ଆସି ଘରୁ ଡାକି […]

naxal

naxal

Niharika Rout
  • Published: Thursday, 24 December 2020
  • Updated: 24 December 2020, 08:32 AM IST

Sports

Latest News

ଚିତ୍ରୋକୋଣ୍ଡା( ରତ୍ନାକର ପ୍ରଧାନ): ପୁଲିସ୍‌ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କଲେ ନକ୍ସଲ। ଏପରି ଛାତି ଥରା, ଲୋମଟାଙ୍କୁରା ଘଟଣା ଆନ୍ଧ୍ର ଓଡିଶା ସୀମାନ୍ତ  ଅଞ୍ଚଳରେ ଗତରାତିରେ ଘଟିଛି। ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ପେଦାବାଇଲୁ ବ୍ଲକ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ ।

ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡିଏରୁ  ଊର୍ଦ୍ଧ୍ୱ ନକ୍ସଲ  ସତୀଶ ବାବୁ ଘର ନିକଟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ   ଆସି ଘରୁ ଡାକି ନେଇଯାଇଥିଲେ।  ଆଜି ସକାଳୁ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡ ପଛପଟେ ଗଭୀର କ୍ଷତ ଚିହ୍ନ ଥିବାରୁ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତଦେହ ନିକଟରେ ନକ୍ସଲମାନେ ଏକ ଚିଠି ଛାଡ଼ି ଯାଇଥିବା ବେଳେ  ପୁଲିସ୍‌ ଇନଫର୍ମର ଓ ଗଂଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗରେ ହତ୍ୟା କରିଥିବାର ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story