ଲାଗିଲା ମାଓ ପୋଷ୍ଟର: ବିଜେଡି ବିରୋଧରେ ମୁହଁ ଖୋଲିବାକୁ ଚାଷୀ ନେତାଙ୍କୁ ଆହ୍ୱାନ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମାଓବାଦୀ ପୋଷ୍ଟରକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚା। ବିଜେଡି ବିରୋଧରେ ମୁହଁ ଖୋଲିବାକୁ ଏହି ପୋଷ୍ଟରରେ ଆହ୍ୱାନ କରାଯାଇଛି। ଏଭଳି ଏକ ପୋଷ୍ଟର ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ପଞ୍ଚାୟତ ବାଗଦୁଲି ଗାଁରେ ଦେଖିବାକୁ ମିଳିଥିଲା। କିଷାନ ମୋର୍ଚ୍ଚା ଜିଲ୍ଲା ଅଧ୍ୟକ୍ଷ ବିଶେଶ୍ୱର ପାଣିଗ୍ରାହୀଙ୍କ ବାଗଦୁଲି ସ୍ଥିତ ବାସ ଭବନର କବାଟ ଓ କାନ୍ଥରେ ଲାଗିଛି ଏଭଳି ୩ଟି ପୋଷ୍ଟର। ସିପିଆଇ ମାଓବାଦୀ କନ୍ଧମାଳ ନାଁରେ ଉଲ୍ଲେଖ ଥିବା ଏହି ପୋଷ୍ଟରରେ ବିଜେଡି ବିରୋଧରେ ମୁହଁ […]

naxal-jan18-1_647_010716011450

naxal-jan18-1_647_010716011450

Rakesh Mallick
  • Published: Monday, 11 June 2018
  • Updated: 11 June 2018, 08:41 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମାଓବାଦୀ ପୋଷ୍ଟରକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚା। ବିଜେଡି ବିରୋଧରେ ମୁହଁ ଖୋଲିବାକୁ ଏହି ପୋଷ୍ଟରରେ ଆହ୍ୱାନ କରାଯାଇଛି। ଏଭଳି ଏକ ପୋଷ୍ଟର ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ପଞ୍ଚାୟତ ବାଗଦୁଲି ଗାଁରେ ଦେଖିବାକୁ ମିଳିଥିଲା। କିଷାନ ମୋର୍ଚ୍ଚା ଜିଲ୍ଲା ଅଧ୍ୟକ୍ଷ ବିଶେଶ୍ୱର ପାଣିଗ୍ରାହୀଙ୍କ ବାଗଦୁଲି ସ୍ଥିତ ବାସ ଭବନର କବାଟ ଓ କାନ୍ଥରେ ଲାଗିଛି ଏଭଳି ୩ଟି ପୋଷ୍ଟର। ସିପିଆଇ ମାଓବାଦୀ କନ୍ଧମାଳ ନାଁରେ ଉଲ୍ଲେଖ ଥିବା ଏହି ପୋଷ୍ଟରରେ ବିଜେଡି ବିରୋଧରେ ମୁହଁ ଖୋଲିବାକୁ ନିଦ୍ଦେର୍ଶ ରହିଛି।

ଏକଥା ନମାନିଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ପୋଷ୍ଟର ଦେଖିଲାପରେ ବିଶେଶ୍ୱର ଏବଂ ତାଙ୍କ ପରିବାର ବର୍ଗ ଭୟବିତ ହୋଇ ହରଡଖୋଲ ବିଟ ହାଉସକୁ ଖବର ଦେଇଥିଲେ। ଫଳରେ ହରଡଖୋଲ ବିଟ ପକ୍ଷରୁ ବାଗଦୁଲି ଗାଁକୁ ଯାଇ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ ହୋଇଥିବା ଏଏସଆଇ କହିଛନ୍ତି। ତେବେ ପୋଷ୍ଟର ଗୁଡିକ ପ୍ରକୃତରେ ମାଓବାଦୀଙ୍କ ଦ୍ୱାରା ଜାରି ହୋଇଛି ନାଁ ଅନ୍ୟ କେହି କରିଛି ତାହା ତଦନ୍ତ ପରେ ହିଁ ଜଣାପଡିବ। ଅନ୍ୟପଟେ ଏଭଳି ପୋଷ୍ଟରକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story