ଗଛରେ ଧକ୍କା ପରେ କାର୍‌ରେ ଲାଗିଲା ନିଆଁ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୪

<p>ନୟାଗଡ଼ା: ନୟାଗଡ଼ରେ ଜଳିଗଲା ଚଳନ୍ତା କାର୍। ନୟାଗଡ଼ ନୂଆଗାଁ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ କାରରେ ନିଆଁ ଲାଗି ଯାଇଥିଲା। ଯାହାଦ୍ୱାରା କାର୍&zwnj;ରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୪ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାପଡିଛି। ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ କାରରେ ଥିବା ୪ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭତ୍ତିବା ସହିତ ନିଆଁ ଆୟତ୍ତ କରିଥିଲେ। ଆହତମାନେ କଟକ ଜିଲ୍ଲା ଚମ୍ପେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।</p> <p>[vc_video link=&quot;&quot; align=&quot;center&quot;]</p>

Ordigital Desk
  • Published: Saturday, 12 August 2017
  • Updated: 12 August 2017, 05:24 PM IST

Sports

Latest News

<p>ନୟାଗଡ଼ା: ନୟାଗଡ଼ରେ ଜଳିଗଲା ଚଳନ୍ତା କାର୍। ନୟାଗଡ଼ ନୂଆଗାଁ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ କାରରେ ନିଆଁ ଲାଗି ଯାଇଥିଲା। ଯାହାଦ୍ୱାରା କାର୍&zwnj;ରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୪ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାପଡିଛି। ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ କାରରେ ଥିବା ୪ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭତ୍ତିବା ସହିତ ନିଆଁ ଆୟତ୍ତ କରିଥିଲେ। ଆହତମାନେ କଟକ ଜିଲ୍ଲା ଚମ୍ପେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।</p><p>[vc_video link=&quot;&quot; align=&quot;center&quot;]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos