ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆଜି ଚାଲିପାରିନାହିଁ ଗୃହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଦିନତମାମ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଆଜି ଗୃହରେ କୌଣସି କାର୍ଯ୍ୟ ମଧ୍ୟ ସମ୍ଭବପର ହୋଇପାରିନାହିଁ। ଅପରାହ୍ନରେ କୃଷିମନ୍ତ୍ରୀ ଶ୍ରୀ ସାହୁ ନିଜର ସ୍ପଷ୍ଟୀକରଣ ରଖିବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଇସ୍ତଫା ଜିଦରେ ଅଟଳ ରହି ହଟ୍ଟଗୋଳ […]

assembly

assembly

Manoranjan Sial
  • Published: Thursday, 26 November 2020
  • Updated: 26 November 2020, 06:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଦିନତମାମ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଆଜି ଗୃହରେ କୌଣସି କାର୍ଯ୍ୟ ମଧ୍ୟ ସମ୍ଭବପର ହୋଇପାରିନାହିଁ। ଅପରାହ୍ନରେ କୃଷିମନ୍ତ୍ରୀ ଶ୍ରୀ ସାହୁ ନିଜର ସ୍ପଷ୍ଟୀକରଣ ରଖିବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଇସ୍ତଫା ଜିଦରେ ଅଟଳ ରହି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସଦସ୍ୟମାନେ ଶାନ୍ତ ନପଡ଼ିବାରୁ ଗୃହକୁ ପ୍ରଥମେ ୨୦ମିନିଟ୍ ମୁଲତବୀ ଘୋଷଣା କରିଥିଲେ।ପରେ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ। ଅପରାହ୍ନରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ୧୫ମିନିଟ୍ ଲେଖାଏଁ ଦୁଇଥର ମୁଲତବୀ କରି ପରେ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୃହ ହଟ୍ଟଗୋଳ ମଧ୍ୟରେ ମାତ୍ର ୭ମିନିଟ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ସାଢ଼େ ୩ମିନିଟ୍ ଚାଲିଥିଲା।

ଗୃହରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ, ପରୀକୁ ନ୍ୟାୟ ମିଳୁ। ପରୀର ହତ୍ୟାକାରୀ ଦଣ୍ଡ ପାଉ। କ୍ରାଇମବ୍ରାଂଚ ତଦନ୍ତରେ ପରୀର ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶା କରୁଛନ୍ତି। ପରୀ ହତ୍ୟାରେ ଯିଏବି ଜଡ଼ିତ ଥାନ୍ତୁ ସେ ଦଣ୍ଡ ପାଆନ୍ତୁ ବୋଲି କହିଛନ୍ତି। ଘଟଣାକୁ ରାଜନୀତିକରଣ କରାନଯାଉ। ପରୀ ନ୍ୟାୟ ପାଉ ଓ ସତ୍ୟ ଉନ୍ମୋଚନ ହେଉ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପରୀ ହତ୍ୟା ମାମଲାରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଏସଆଇଟି ତଦନ୍ତ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story