ନୟାଗଡ: ସାନହାମରା ଜଙ୍ଗଲରୁ ଗଳିତ ଶବ ଉଦ୍ଧାର

ନୟାଗଡ଼: ସଦର ଥାନା ସାନହାମରା ନିକଟ ଜଙ୍ଗଲରୁ ଏକ ଗଳିତ ଶବ ପୋଲିସ ଉଦ୍ଧାର କରିଛି । ମୃତଦେହଟି ପଚି ଯାଇଥିବାରୁ ଚିହ୍ନଟ ହୋଇପାରିନାହିଁ । ମୃତଦେହକୁ ନୟାଗଡ଼ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନୟାଗଡ଼ ଏସଡ଼ିପିଓ କହିଛନ୍ତି। ଘଟଣାର ତଦନ୍ତ ପୋଲିସ ଚଳାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଲାଗି ନିକଟସ୍ଥ ଥାନାଗୁଡିକୁ ସୂଚନା ଦିଆଯାଇଥିବା ଜଣାପଡିଛି ।

nayagarh

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 02:16 PM IST

Related story