ଅନାସ୍ଥା ପଛରେ ଅରୁଣ, ୱାର୍ଡ଼ ମେମ୍ୱରଙ୍କୁ ପ୍ରଲୋଭନ ଦେଖାଇ ତାଳଚେରରେ ରଖାଯାଇଛି: ସୌମ୍ୟ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ଆଜି ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ପାଇବା ପରେ ବର୍ଷିଛନ୍ତି ସୌମ୍ୟ। ଏହା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସିଧାସଳଖ ହାତ ଅଛି ବୋଲି ସେ କହିଛନ୍ତି। ବିଭିନ୍ନ ପ୍ରଲୋଭନ ଦେଖାଇ ୱାର୍ଡ଼ ମେମ୍ୱରମାନଙ୍କୁ ତାଳଚେରରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ସୌମ୍ୟ କହିଛନ୍ତି- “ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନି। ଏ ସମ୍ପର୍କରେ ପଚାରିଥିଲେ, କାମ ନକରିବା ପାଇଁ […]

Soumya Ranjan Pradhan-and-Arun Sahoo

Soumya Ranjan Pradhan-and-Arun Sahoo

Manoranjan Sial
  • Published: Thursday, 01 April 2021
  • Updated: 01 April 2021, 07:50 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ଆଜି ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ପାଇବା ପରେ ବର୍ଷିଛନ୍ତି ସୌମ୍ୟ। ଏହା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସିଧାସଳଖ ହାତ ଅଛି ବୋଲି ସେ କହିଛନ୍ତି। ବିଭିନ୍ନ ପ୍ରଲୋଭନ ଦେଖାଇ ୱାର୍ଡ଼ ମେମ୍ୱରମାନଙ୍କୁ ତାଳଚେରରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସୌମ୍ୟ କହିଛନ୍ତି- “ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନି। ଏ ସମ୍ପର୍କରେ ପଚାରିଥିଲେ, କାମ ନକରିବା ପାଇଁ ଉପରୁ ଚାପ ଆସୁଛି ବୋଲି ବିଡ଼ିଓ କହୁଛନ୍ତି। ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ ବୋଲି ବିଡିଓ ପୂର୍ବରୁ କହିଥିଲେ। ଯାହା ଆଜି ସତରେ ପରିଣତ ହୋଇଛି। ଆଜି ମୋ ପାଖକୁ ଅନାସ୍ଥା ନୋଟିସ ଆସିଛି।”

ସେ କହିଛନ୍ତି- “ଅରୁଣ ସାହୁଙ୍କ ବିନା ଆଦେଶରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ କୌଣସି କାମ ବିଡିଓ କରନ୍ତି ନାହିଁ। ଏହାର ପ୍ରମାଣ ମୋ ପାଖରେ ରହିଛି। ଅରୁଣ ସାହୁଙ୍କ ଜଣେ ସହଯୋଗୀ ହେଉଛନ୍ତି ଭାଟସାହି ପଞ୍ଚାୟତର। ସେ ତାଳଚେରରେ ଖଣି କାମ କରନ୍ତି। ଗତ ୨୬ ତାରିଖ ୫ଟା ବେଳେ ସେ ୱାର୍ଡ଼ ସଭ୍ୟମାନଙ୍କୁ ଜବରଦସ୍ତ ଉଠାଇ ନେଇ ସେଠାରେ ରଖିଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ମଧ୍ୟ ଦେଖାଯାଇଛି। ସେଠାରେ ରହିବା ଦାୟିତ୍ୱ ନେଇଛନ୍ତି ବାବୁଲି ନାୟକ। ସେ ସେଠାରେ ସେମାନଙ୍କୁ ଜଗି ରହିଛନ୍ତି। ବାବୁଲି ହେଉଛନ୍ତି ଅରୁଣ ସାହୁଙ୍କ ଡାହାଣ ହାତ। ୨୦ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟ୍‌ରେ ସେମାନଙ୍କୁ ଉପସ୍ଥାପନ କରାଯିବ। ପରୋକ୍ଷ ନୁହେଁ, ସିଧାସଳଖ ଅରୁଣ ସାହୁ ନିଜ ସମର୍ଥକଙ୍କ ମାଧ୍ୟମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।”

ସୌମ୍ୟ ଆହୁରି ମଧ୍ୟ କହିଛନ୍ତି- “ଅରୁଣ ସାହୁଙ୍କ ବିନା ଆଦେଶରେ ଏଠି କିଛି ହୁଏ ନାହିଁ। ତାଙ୍କ ବିନା ନିର୍ଦ୍ଦେଶରେ କୌଣସି ପ୍ରଶାସନିକ ଅଧିକାର କାମ କରନ୍ତି ନାହିଁ। ମୋର ଅନୁରୋଧ ଅରୁଣ ସାହୁ ଏପରି କାମ ନକରନ୍ତୁ। କାହିଁନା ଆମେ ନ୍ୟାୟ ପାଇଁ ଲଢ଼େଇ କରୁଛୁ। ଲୋକଙ୍କ ପାଇଁ କାମ କରୁଛୁ।”

https://youtu.be/VMiA-znDHZM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story