ଆଗ୍ରାରେ ଚମକିଲେ ବଣ୍ଡା ଜନଜାତିର ପୁଅ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଜନଜାତିର ପୁଅ। ଆକାଶ ଦେଖାଇଲେ ପାରଦର୍ଶିତା। ୧୨୦୦ ଫୁଟ୍‌ ଉପରୁ ଯୁଦ୍ଧ ବମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ। ସେ ମାଲକାନଗିରି ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ର। […]

Lokinath-Kirsani

Lokinath-Kirsani

Manoranjan Sial
  • Published: Wednesday, 30 November 2022
  • Updated: 30 November 2022, 05:44 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଜନଜାତିର ପୁଅ। ଆକାଶ ଦେଖାଇଲେ ପାରଦର୍ଶିତା। ୧୨୦୦ ଫୁଟ୍‌ ଉପରୁ ଯୁଦ୍ଧ ବମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।

ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ। ସେ ମାଲକାନଗିରି ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ର। ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଏନ୍‌ସିସି କ୍ୟାମ୍ପରେ ସେ ଯୋଗଦେଇଥିଲେ। ସାରା ଭାରତରୁ ୧୪ ଲକ୍ଷ ଏନ୍‌ସିସି କ୍ୟାଡେଡ୍‌ ଯୋଗଦେଇଥିବା ବେଳେ ଲକିନାଥ ହେଉଛନ୍ତି ଏକମାତ୍ର ଓଡ଼ିଆ।

୨୫ ଦିନ ଧରି ଚାଲିଥିବା ଏହି କ୍ୟାମ୍ପରେ ଉତ୍ତରପ୍ରଦେଶର ଆଗ୍ରା ଏୟାରବନ୍‌ ଟ୍ରେନିଂ ସ୍କୁଲରେ ଲକିନାଥ ୧୫ ଦିନର ତାଲିମ ନେଇଥିଲେ। କିଭଳି ଯୁଦ୍ଧ ବିମାନରୁ ଆବଶ୍ୟକସ୍ଥଳେ ପାରାଚୁଟ୍‌ ମାଧ୍ୟମରେ ତଳକୁ ଗ୍ଲେଡିଂ କରିବେ, ତା’ର ରଣ କୌଶଳ ଶିଖିଥିଲେ। ଲୋକନାଥଙ୍କ ପାରଦର୍ଶିତାକୁ ଦେଖି ଉତ୍ସାହିତ ହୋଇଥିଲେ ଏୟାର ଫୋର୍ସର କର୍ମଚାରୀ। ସେ ପ୍ରଥମେ ୩୦ ଫୁଟରୁ ଆରମ୍ଭ କରି ୧୨୦୦ ଫୁଟ୍‌ ଉଚ୍ଚତାରୁ ଯୁଦ୍ଧ ବିମାନରୁ ଗ୍ଲାଡିଂ କରିଥିଲେ। ସେଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଲୋକିନାଥ। ଆଗାମୀ ଦିନରେ ସେନାବାହିନୀରେ ସାମିଲ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଜଣେ ଏନସିସି କ୍ୟାଡେଟ୍‌ ସର୍ବଭାରତୀୟ ସ୍ତରରେ ଚମକ ପଦର୍ଶନ କରିବା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଷଡଙ୍ଗୀ। ଲକିନାଥଙ୍କ ଉଜ୍ୱଳମୟ ଭବିଷ୍ୟତ କାମନା କରୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story