ଆଜି ପୁରୀ ଯିବେ ନେପାଳ ରାଜା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଆସିଥିବା ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରିବେ। ସେଠାରେ ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ପଟ୍ଟାଭିଷେକର ୨୫ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା ଅନ୍ତର୍ଜାତୀୟ ବିଦ୍ୱତ ସଂଗୋଷ୍ଠୀ ଆଲୋଚନା ଚକ୍ରର ଉଦଘାଟନ କରିବେ। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ନେପାଳ ନରେଶ ଏହି କାର୍ଯ୍ୟକ୍ରମରେ ତାଙ୍କ ସର୍ନ୍ଧଭ ରଖିବେ ଏବଂ ଶେଷ ଦିନର କାର୍ଯ୍ୟକ୍ରମକୁ ଉଦଯାପିତ କରିବେ।</p> <p>ଗୋବର୍ନ୍ଧନ ପୀଠର ପୀଠାଧୀଶ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ,ସନ୍ଥ, ପଣ୍ଡିତ ଓ ବୁଦ୍ଧିଜୀବୀ ମାନେ ଏହି ଉତ୍ସବରେ ଯୋଗଦେବେ। ଶେଷରେ ନେପାଳ ନରେଶ&nbsp; ୧୧ତାରିଖରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କର ସେବାପୂଜା କରିବାର କାର୍ଯ୍ୟକ୍ରମ ରହିଛି।</p>

Ordigital Desk
  • Published: Friday, 09 February 2018
  • Updated: 09 February 2018, 07:59 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଆସିଥିବା ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରିବେ। ସେଠାରେ ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ପଟ୍ଟାଭିଷେକର ୨୫ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା ଅନ୍ତର୍ଜାତୀୟ ବିଦ୍ୱତ ସଂଗୋଷ୍ଠୀ ଆଲୋଚନା ଚକ୍ରର ଉଦଘାଟନ କରିବେ। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ନେପାଳ ନରେଶ ଏହି କାର୍ଯ୍ୟକ୍ରମରେ ତାଙ୍କ ସର୍ନ୍ଧଭ ରଖିବେ ଏବଂ ଶେଷ ଦିନର କାର୍ଯ୍ୟକ୍ରମକୁ ଉଦଯାପିତ କରିବେ।</p><p>ଗୋବର୍ନ୍ଧନ ପୀଠର ପୀଠାଧୀଶ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ,ସନ୍ଥ, ପଣ୍ଡିତ ଓ ବୁଦ୍ଧିଜୀବୀ ମାନେ ଏହି ଉତ୍ସବରେ ଯୋଗଦେବେ। ଶେଷରେ ନେପାଳ ନରେଶ&nbsp; ୧୧ତାରିଖରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କର ସେବାପୂଜା କରିବାର କାର୍ଯ୍ୟକ୍ରମ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos