ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ଦିହମୁଣ୍ଡ ସାହିର ରାସ୍ତାକଡ଼ରୁ ଆଜି ଭୋର ପ୍ରାୟ ୩ଟା ବେଳେ ଏକ  ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଜଣେ ସ୍ଥାନୀୟ ଲୋକ ରାସ୍ତାରେ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣିଥିଲେ। ତାକୁ ଉଦ୍ଧାର କରି ନିଜ ଘରକୁ ନେଇ ଯାଇଥିଲେ। ଶିଶୁର ଶରୀରରେ ମାଟି ଲାଗିଥିଲା। ପରେ ନବଜାତକକୁ ୧୦୨ ଆମ୍ବୁଲାନ୍ସରେ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  

kamajhyanagar

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 08:15 PM IST

Related story