ବାଲେଶ୍ୱରକୁ ଛୁଇଁଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଘର ବାଲେଶ୍ୱର ଓ ବୟସ ୫୮(ପୁରୁଷ) ବର୍ଷ ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ବାଲେଶ୍ୱର ଜିଲ୍ଲାର ସେ ପ୍ରଥମ କରୋନା ରୋଗୀ ବୋଲି କୁହାଯାଉଛି। Patient Details of #Covid19 #Odisha Case no: 61 One 58 years Old Male of Balasore District Tested Positive for #Covid19 (18th April, […]

77777777000

Tapas Behera
  • Published: Saturday, 18 April 2020
  • , Updated: 18 April 2020, 06:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଘର ବାଲେଶ୍ୱର ଓ ବୟସ ୫୮(ପୁରୁଷ) ବର୍ଷ ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ବାଲେଶ୍ୱର ଜିଲ୍ଲାର ସେ ପ୍ରଥମ କରୋନା ରୋଗୀ ବୋଲି କୁହାଯାଉଛି।

ଏନେଇ ସ୍ୱଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଚିହ୍ନଟ ଆସିଲା ପରେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଛି। ସେ କେମିତି ଆକ୍ରାନ୍ତ ହେଲେ କାହା ସମ୍ପର୍କରେ ଆସି ଆକ୍ରାନ୍ତ ହେଲେ କିମ୍ବା ସେ ବିଦେଶ ଫେରନ୍ତାକି ନାହିଁ ସେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରୀକ୍ଷଣ ଚାଲିଛି।

Related story