ବଗି ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସ୍‌ର ଇଞ୍ଜିନ୍‌

କଟକ (ଗୌତମ ପଣ୍ଡା): ବଗିକୁ ଛାଡ଼ି ପଳାଇଲା ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଞ୍ଜିନ୍‌। ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଏଭଳି ଏକ ଘଟଣା ଘଟିଛି। ଫଳରେ ଟ୍ରେନ୍‌ଟି କଟକର କାଠଯୋଡ଼ି ବ୍ରିଜ୍‌ରେ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକି ରହିଥିଲା। ରେଳବାଇ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପୁଣି ଥରେ ଇଞ୍ଜିନ୍ ସହିତ ବଗିକୁ ସଂଯୋଗ କରିବା ପରେ ଏହା ତା’ର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍‌ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ […]

train1

train1

Jitendra Garnayak
  • Published: Tuesday, 02 April 2019
  • Updated: 02 April 2019, 02:47 PM IST

Sports

Latest News

କଟକ (ଗୌତମ ପଣ୍ଡା): ବଗିକୁ ଛାଡ଼ି ପଳାଇଲା ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଞ୍ଜିନ୍‌। ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଏଭଳି ଏକ ଘଟଣା ଘଟିଛି। ଫଳରେ ଟ୍ରେନ୍‌ଟି କଟକର କାଠଯୋଡ଼ି ବ୍ରିଜ୍‌ରେ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକି ରହିଥିଲା।

ରେଳବାଇ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପୁଣି ଥରେ ଇଞ୍ଜିନ୍ ସହିତ ବଗିକୁ ସଂଯୋଗ କରିବା ପରେ ଏହା ତା’ର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଟ୍ରେନ୍‌ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଇଞ୍ଜିନ୍ ସହିତ କେବଳ ଦୁଇଟି ବଗି ରହିଥିବା ବେଳେ ବାକିଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲା। ଇଞ୍ଜିନ୍‌ଠାରୁ ବିଚ୍ଛିନ୍ନ ହେବା ପରେ ବଗିଗୁଡ଼ିକ କିଛି ବାଟ ଗଡ଼ି କାଠଯୋଡ଼ି ବ୍ରିଜ୍ ଉପରେ ଅଟକି ରହିଥିଲା। ତେବେ କେଉଁ କାରଣରୁ ଏମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରିନି।

ଏ ଘଟଣାର ସିନିୟର ଅଫିସ୍‌ର ସ୍ତରୀୟ ତଦନ୍ତ ହେବ। ଏଥିପାଇଁ ଖୋର୍ଦ୍ଧା ରୋଡ୍‌ ଡିଆର୍‌ଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଅନୁଯାୟୀ କେହି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story