‘ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ଭୋଟରମାନେ ଉଭୟ ଅନଲାଇନ ଓ ଅଫ୍‌ଲାଇନ୍‌ରେ କରିହେବ ନାମ ସଂଶୋଧନ କରିପାରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି-“ନାମ ସଂଶୋଧନ ବା ଯୋଡ଼ିବା ପାଇଁ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରାଯାଇପାରିବ। ଉଭୟ ଅନଲାଇନ ଓ ଅଫ୍‌ଲାଇନ୍‌ରେ କରିହେବ ନାମ ସଂଶୋଧନ। ତାଲିକାରେ ନାଁ ଯୋଡ଼ିବା, କାଟିବା ଓ […]

election

election

Manoranjan Sial
  • Published: Friday, 04 December 2020
  • Updated: 04 December 2020, 05:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ଭୋଟରମାନେ ଉଭୟ ଅନଲାଇନ ଓ ଅଫ୍‌ଲାଇନ୍‌ରେ କରିହେବ ନାମ ସଂଶୋଧନ କରିପାରିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି-“ନାମ ସଂଶୋଧନ ବା ଯୋଡ଼ିବା ପାଇଁ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରାଯାଇପାରିବ। ଉଭୟ ଅନଲାଇନ ଓ ଅଫ୍‌ଲାଇନ୍‌ରେ କରିହେବ ନାମ ସଂଶୋଧନ। ତାଲିକାରେ ନାଁ ଯୋଡ଼ିବା, କାଟିବା ଓ ସଂଶୋଧନ କରିପାରିବେ। ଯୋଡ଼ିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ୮ରେ ଆବେଦନ କରିବାକୁ ପଡ଼ିବ। ନାମ ଯୋଡ଼ିବାକୁ ହେଲେ ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରିବାକୁ ପଡ଼ିବ। ଅନଲାଇନ କିମ୍ବା ବୁଥ୍‌ ସ୍ତରରେ ଅବେଦନ କରାଯାଇ ପାରିବ। ଡିସେମ୍ବର ୫ ଓ ୬ରେ ବୁଥ୍‌ରେ ରହିବେ ବିଏଲ୍‌ଓ ଏବଂ ଚାଲିବ ସ୍ୱତନ୍ତ୍ର ଅଭିଯାନ। ଆବେଦନପତ୍ର ଗୁଡ଼ିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ। ଯାଞ୍ଚ ପରେ ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story