ଏମ୍‌ସ ଗବେଷକଙ୍କ ନୂଆ ଫଙ୍ଗସ୍‌ ଆବିଷ୍କାର, କେଉଁମାନଙ୍କ ଶରୀରରେ ବ୍ୟାପିବ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍‌ସର ଗବେଷକରୁ ଏକ ନୂଆ ଫଙ୍ଗସ୍‌ ଆବିଷ୍କାର କରାଯାଇଛି। ଏହାର ନାଁ ଅରୁଣାଲୋକେ ରଖାଯାଇଛି। ନୂଆ ଫଙ୍ଗସ୍‌ ଅରୁଣାଲୋକେ ବ୍ଲାକ୍‌ ଫଙ୍ଗସ ବା ମ୍ୟୁକରମାଇକୋସିସ ସୃଷ୍ଟି କରିପାରୁଥିବା ଜଣାପଡ଼ିଛି। ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ ଏବଂ ଆଣ୍ଟି ବାୟୋଟିକ ଔଷଧ ନେଉଥିବା ରୋଗୀ ବା କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଫଙ୍ଗାଲ ଇନ୍‌ଫେଙ୍ଗସନ୍‌ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣ […]

AIIMs

AIIMs

Manoranjan Sial
  • Published: Friday, 20 August 2021
  • Updated: 20 August 2021, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍‌ସର ଗବେଷକରୁ ଏକ ନୂଆ ଫଙ୍ଗସ୍‌ ଆବିଷ୍କାର କରାଯାଇଛି। ଏହାର ନାଁ ଅରୁଣାଲୋକେ ରଖାଯାଇଛି। ନୂଆ ଫଙ୍ଗସ୍‌ ଅରୁଣାଲୋକେ ବ୍ଲାକ୍‌ ଫଙ୍ଗସ ବା ମ୍ୟୁକରମାଇକୋସିସ ସୃଷ୍ଟି କରିପାରୁଥିବା ଜଣାପଡ଼ିଛି। ମାତ୍ରାଧିକ ଓ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ ଏବଂ ଆଣ୍ଟି ବାୟୋଟିକ ଔଷଧ ନେଉଥିବା ରୋଗୀ ବା କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଫଙ୍ଗାଲ ଇନ୍‌ଫେଙ୍ଗସନ୍‌ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ହେବା ଦେଖାଯାଉଛି। ବ୍ଲାକ ଫଙ୍ଗସ ବା ମ୍ୟୁକରମାଇକୋସିସ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ। ଆଖି ନାଲି ପଡ଼ି ଫୁଲିଯାଏ। ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ ଓ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ।

ଭୁବନେଶ୍ୱର ଏମ୍‌ସ ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ବିନୟ ହାଲୁର କହିଛନ୍ତି-“ଚିହ୍ନଟ ହୋଇଥିବା ଫଙ୍ଗସ୍ ଡାଇବେଟିସ୍‌ ଓ ଷ୍ଟିରଏଡ୍‌ ନେଉଥିବା ରୋଗୀଙ୍କ ନାକରେ ପଶେ। ପରେ ସେହି ଫଙ୍ଗସ ସେଠାରେ ରହି ବୃଦ୍ଧି ପାଇଥାଏ। ଏହି ଫଙ୍ଗସ ବୃଦ୍ଧି ଘଟିଲେ ନାକ ଆଖପାଖରେ ଥିବା ଟିସୁ ଗୁଡ଼ିକୁ ନଷ୍ଟ କରିଥାଏ। ସେହି ସମୟରେ ଚିକିତ୍ସା ନକଲେ ସ୍ଥିତି ଭୟଙ୍କର ହୋଇଥାଏ। ଧୀରେ ଧୀରେ ଫଙ୍ଗସ ନାକରୁ ବ୍ରେନ୍‌କୁ ଉଠିଯାଏ। ପରବିର୍ତ୍ତୀ ସମୟରେ ରୋଗୀର ମୃତ୍ୟୁ ଘଟିଥାଏ।”

ସେ କହିଛନ୍ତି- “ଚିହ୍ନଟ ହୋଇଥିବା ଫଙ୍ଗସ୍‌ ଭାରତୀୟ ବାୟୁମଣ୍ଡଳରେ ରହିଛି। ଏଥିରୁ ବର୍ତ୍ତିବା ପାଇଁ ହେଲେ କୋଭିଡ୍‌ ପରି ମାସ୍କ ପରିଧାନ କରିବାକୁ ପଡ଼ିବ। ଯେଉଁମାନଙ୍କୁ ଡାଇବେଟିସ୍‌ ହୋଇଥିବ ବା ବହୁ ମାତ୍ରାରେ ଷ୍ଟରଏଡ୍‌ ନେଉଥିବେ, ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଏହି ଭୂତାଣୁ କୋଭିଡ୍‌ ହୋଇଥିବା ଓ କୋଭିଡ୍‌ ହୋଇନଥିବା ରୋଗୀଙ୍କ ଶରୀରରେ ବ୍ୟାପିପାରେ।”

ଡାକ୍ତର ବିନୟ ହାଲୁର ଆହୁରି କହିଛନ୍ତି-“୨୦୧୮ ମସିହାରେ ଜଣେ ରୋଗୀ ଏମ୍‌ସ ଆସିଥିଲେ। ତାଙ୍କୁ ପରୀକ୍ଷା ନିରୀକ୍ଷାରୁ ଏହି ନୂଆ ଫଙ୍ଗସ ସମ୍ପର୍କରେ ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଅଧିକ ରିସର୍ଚ୍ଚ କରାଯାଇଥିଲା। ଡିଏନ୍‌ଏ ଟେଷ୍ଟ କରାଯିବା ପରେ ନୂଆ ଫଙ୍ଗସ୍‌ ଚିହ୍ନଟ ହୋଇଥିଲା। ପରେ ଏହାର ନାମ ଅରୁଣାଲୋକେ ବ୍ଲାକ ଫଙ୍ଗସ୍‌ ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story