ଅଫ୍‌ଲାଇନ୍‌ରେ UG ପରୀକ୍ଷା, ଅନ୍‌ଲାଇନ୍‌ରେ ହେବ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର UG ପରୀକ୍ଷା ଚଳିତ ବର୍ଷ ଅଫଲାଇନ୍‌ରେ ମଲ୍ଟିପଲ୍ ଚଏସ୍ ଦ୍ୱାରା ହେବ । PG ଫାଇନାଲ୍ ସେମିଷ୍ଟର ପରୀକ୍ଷା କିନ୍ତୁ ଅନଲାଇନ୍‌ରେ ହେବ । ୯ ଜିଲ୍ଲାର ୨୭୮ କଲେଜରେ ୫୦ ହଜାର ୧୭୦ ଛାତ୍ରଛାତ୍ରୀ UG ପରୀକ୍ଷା ଦେବେ । ଉକ୍ତ ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଚଳିତ ମାସ ୩୦ ତାରିଖ ସୁଦ୍ଧା […]

exam

exam

Niharika Rout
  • Published: Wednesday, 02 September 2020
  • Updated: 02 September 2020, 08:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର UG ପରୀକ୍ଷା ଚଳିତ ବର୍ଷ ଅଫଲାଇନ୍‌ରେ ମଲ୍ଟିପଲ୍ ଚଏସ୍ ଦ୍ୱାରା ହେବ । PG ଫାଇନାଲ୍ ସେମିଷ୍ଟର ପରୀକ୍ଷା କିନ୍ତୁ ଅନଲାଇନ୍‌ରେ ହେବ । ୯ ଜିଲ୍ଲାର ୨୭୮ କଲେଜରେ ୫୦ ହଜାର ୧୭୦ ଛାତ୍ରଛାତ୍ରୀ UG ପରୀକ୍ଷା ଦେବେ । ଉକ୍ତ ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଚଳିତ ମାସ ୩୦ ତାରିଖ ସୁଦ୍ଧା ପରୀକ୍ଷା ସରିବା ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସେହିଭଳି ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ  ରେଭେନ୍ସା ବିଶ୍ୱବିଦ୍ୟାଳୟରେ UG/PG ଫାଇନାଲ୍ ସେମିଷ୍ଟର(ରେଗୁଲାର/ବ୍ୟାକ୍) ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ।  ପରୀକ୍ଷା ସୂଚୀ ଖୁବଶୀଘ୍ର ଅପଲୋଡ୍ ହେବାନେଇ ପରୀକ୍ଷା କଣ୍ଟ୍ରୋଲର ସୂଚନା ଦେଇଛନ୍ତି।

ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  ଯେଉଁମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଅସମର୍ଥ ହେବେ, କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରାଯିବ।  ଏହି ପରୀକ୍ଷା ପେନ୍‌ ଆଣ୍ଡ ପେପର ମୋଡରେ ଡିସେମ୍ବରରେ ହେବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story