ଦିବ୍ୟାଙ୍ଗ, ବୟସ୍କ ଓ କରୋନା ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ୍‌ ବାଲାଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାମାରୀ କରୋନା ଯୋଗୁ ଏଥର ପ୍ରଥମ ଥର ପାଇଁ ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନେ ପୋଷ୍ଟାଲ ବାଲଟ୍‌ରେ ନିଜର ମତଦାନ ସାବ୍ୟସ୍ତ କରିବେ। କରୋନା ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନେ ହୋମ ଆଇସୋଲେସନ୍‌ରେ ଥିବେ, ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସର […]

evm-1

evm-1

Manoranjan Sial
  • Published: Friday, 09 October 2020
  • Updated: 09 October 2020, 03:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାମାରୀ କରୋନା ଯୋଗୁ ଏଥର ପ୍ରଥମ ଥର ପାଇଁ ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନେ ପୋଷ୍ଟାଲ ବାଲଟ୍‌ରେ ନିଜର ମତଦାନ ସାବ୍ୟସ୍ତ କରିବେ। କରୋନା ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନେ ହୋମ ଆଇସୋଲେସନ୍‌ରେ ଥିବେ, ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସର ଭୋଟରମାନଙ୍କ ଲାଗି ପୋଷ୍ଟାଲ ବାଲଟ ବ୍ୟବସ୍ଥା ହୋଇଛି। କୋଭିଡ୍‌ ସଂକ୍ରମିତ ପୋଷ୍ଟାଲ ବାଲାଟରେ ମତଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନଙ୍କର ମତଦାନ କେନ୍ଦ୍ରରେ କରୋନା ଚିହ୍ନଟ ହେବ, ସେମାନେ ଶେଷ ଘଣ୍ଟାଏ ମଧ୍ୟରେ ମତଦାନ କରିବେ। ପୋଷ୍ଟାଲ ଭୋଟ ପାଇଁ ୧୪ ତାରିଖ ସୁଦ୍ଧା ଫର୍ମ-୧୨ ଭରିବାକୁ ପଡ଼ିବ ୨୧ରୁ ୧ ଯାଏ ପୋଲିଂ ଅଧିକାରୀ ପୋଷ୍ଟାଲ ବାଲାଟ ସଂଗ୍ରହ କରିବେ।

ସେହିପରି ନିର୍ବାଚନରେ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା। ନାମାଙ୍କନ ଦାଖଲ ପାଇଁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ସମର୍ଥକ ଯାଇ ପାରିବେ। ନାମାଙ୍କନ ଲାଗି କେବଳ ଦୁଇଟି ଗାଡି ବ୍ୟବହାର କରିପାରିବେ। ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିବ। ପବ୍ଲିକ ମିଟିଂ ପାଇଁ ସ୍ଥାନ ଚୟନ ହେବ। ୧୦୦ ଭିତରେ ସୀମିତ ରହିବ ସଂଖ୍ୟା।

ନୋମେନେସନ୍ ଦାଖଲ ପାଇଁ ଏକ ବଡ଼ କଠୋରୀର ବ୍ୟବସ୍ଥା କରିବେ ଜିଲ୍ଲା ପ୍ରଶାସନ। ଭୋଟରଙ୍କ ତାପମାତ୍ରା ମାପିବା, ସାନିଟାଇଜର, ମାସ୍କ ପିନ୍ଧିବା ସହ  ସାମାଜିକ ଦୂରତା ପାଳନ କରିବେ। ଭୋଟରମାନେ ଗ୍ଲୋଭ୍‌ର ପିନ୍ଧି ଭୋଟ ଦେବେ। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ ଗ୍ଲୋଭ୍‌ ପ୍ରଦାନ କରାଯିବ। ପ୍ରତି ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେବାକୁ ବ୍ୟବସ୍ଥା କରାଯାଇଛି। କରୋନା ଦୃଷ୍ଟିରୁ ଭୋଟ ଗ୍ରହଣ ପାଇଁ ୪୦ରୁ ୫୦% ବୁଥ୍ ବଢ଼ା ଯାଇଛି। ଭୋଟ ଗ୍ରହଣ ଦିନ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ, ମାସ୍କ ବାଧ୍ୟତାମୂଳକ। ମାସ୍କ ପିନ୍ଧି ନ ଥିଲେ ପ୍ରଶାସନ ପକ୍ଷରୁ ଦିଆଯିବ। ଗ୍ଲୋଭ୍ସ ପିନ୍ଧି ଭୋଟର EVM ବଟନ୍ ଟିପିବେ। ପ୍ରତି ଭୋଟର କରୋନା ସନ୍ଦେହ ହେଲେ, ଟୋକନ୍ ନେଇ ଶେଷ ଘଣ୍ଟାରେ ଭୋଟ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story