ରାଜ୍ୟ କଂଗ୍ରେସର ନବକଳେବରକୁ ନେଇ ସସ୍‌ପେନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)  ଦୀର୍ଘ ଦିନ ହେଲା  ଜାତୀୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଦ୍ୱନ୍ଦ୍ୱ ଦୂର ହୋଇଛି ।  ଅନ୍ତରୀଣ ସଭାପତି ଭାବେ ସୋନିଆ ଗାନ୍ଧୀଙ୍କ ଚୟନକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। । ଏସବୁ ଭିତରେ ଏବେ ରାଜ୍ୟ କଂଗ୍ରେସର  ନବକଳେବର ହେବାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ମୁଁ […]

niranjan-1..

niranjan-1..

Niharika Rout
  • Published: Monday, 12 August 2019
  • Updated: 12 August 2019, 03:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)  ଦୀର୍ଘ ଦିନ ହେଲା  ଜାତୀୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଦ୍ୱନ୍ଦ୍ୱ ଦୂର ହୋଇଛି ।  ଅନ୍ତରୀଣ ସଭାପତି ଭାବେ ସୋନିଆ ଗାନ୍ଧୀଙ୍କ ଚୟନକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। । ଏସବୁ ଭିତରେ ଏବେ ରାଜ୍ୟ କଂଗ୍ରେସର  ନବକଳେବର ହେବାକୁ ନେଇ ଲାଗି ରହିଛି ସସ୍‌ପେନ୍ସ।

ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ମୁଁ ପୂର୍ବରୁ ଇସ୍ତଫା ଦେଇସାରିଛି । କିନ୍ତୁ ଏପର୍ଯ୍ୟନ୍ତ  ଇସ୍ତଫା ଗ୍ରହଣ ହୋଇନାହିଁ । ଏଥିଲାଗି ୩ ଥର ଦିଲ୍ଲୀ ଯାଇ ନିବେଦନ ବି କରିଛି । ଗତକାଲି ବି ଇସ୍ତଫା ଗ୍ରହଣ ନିମନ୍ତେ କହିଥିବା କହିଛନ୍ତି ନିରଂଜନ।

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନିରଂଜନ କହିଛନ୍ତି ଯେ, ଧାରା ୩୭୦କୁ ସମୟକ୍ରମେ ପରିବର୍ତ୍ତନ ନେଇ ପ୍ରାବଧାନ ପୂର୍ବରୁ ମଧ୍ୟ ଥିଲା। ତେବେ ସଠିକ ଢଙ୍ଗରେ ଏହାର ଉଚ୍ଛେଦ ହୋଇନାହିଁ । କେବଳ ସୁଅ ମୁହଁକୁ ଠେଲି ଦେବା ଭଳି କାର୍ଯ୍ୟକ୍ରମ କରି ଗାନ୍ଧୀ ଏବଂ ନେହରୁ ପରିବାରକୁ ବିଜେପି ଦାୟୀ କରୁଛି ବୋଲି କହିଛନ୍ତି ନିରଂଜନ । ଗାନ୍ଧୀଙ୍କ ଆଦର୍ଶରେ ରହିବା ନା ଗଡ୍ସେଙ୍କ ଆଦର୍ଶରେ ରହିବା ବୋଲି ନିରଂଜନ ପ୍ରଶ୍ନ କରିଛନ୍ତି । ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story