ଏକାଥରେ ୬ ଜଣ ହିରୋଇନ୍‌ଙ୍କୁ ନେଇ ଆସୁଛି ନୂଆ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁନ୍‌ ଟିଭି ମୁଭିଜ୍‌’ ଓ ‘ମାଇ ହାର୍ଟସ୍‌ ବିଟ୍‌ ଫର୍‌ ଓଲିଉଡ୍‌’ର ସହଯୋଗରେ ୬ ଜଣ ନୂଆ ନାୟିକା ଓଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଯାଉଛନ୍ତି। ଏଥିରେ ୫ ଜଣ ଓଡ଼ିଆ ଏବଂ ଜଣେ ବଙ୍ଗୀୟ ଅଭିନେତ୍ରୀ ରହିଛନ୍ତି। ସୂଚନା ଅନୁସାରେ, ଏହି ୬ ନୂଆ ନାୟିକାଙ୍କୁ ନେଇ ଏକ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଏମ୍‌ଓୟୁ ଅନୁସାରେ ଏହି ୬ ଅଭିନେତ୍ରୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସମସ୍ତ ବିଜ୍ଞାପନ, ଷ୍ଟେଜ୍‌ ଶୋ, ଇଭେଣ୍ଟ୍‌ […]

1

1

Puspanjali Panda
  • Published: Thursday, 14 February 2019
  • Updated: 14 February 2019, 09:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁନ୍‌ ଟିଭି ମୁଭିଜ୍‌’ ଓ ‘ମାଇ ହାର୍ଟସ୍‌ ବିଟ୍‌ ଫର୍‌ ଓଲିଉଡ୍‌’ର ସହଯୋଗରେ ୬ ଜଣ ନୂଆ ନାୟିକା ଓଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଯାଉଛନ୍ତି। ଏଥିରେ ୫ ଜଣ ଓଡ଼ିଆ ଏବଂ ଜଣେ ବଙ୍ଗୀୟ ଅଭିନେତ୍ରୀ ରହିଛନ୍ତି।

ସୂଚନା ଅନୁସାରେ, ଏହି ୬ ନୂଆ ନାୟିକାଙ୍କୁ ନେଇ ଏକ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଏମ୍‌ଓୟୁ ଅନୁସାରେ ଏହି ୬ ଅଭିନେତ୍ରୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସମସ୍ତ ବିଜ୍ଞାପନ, ଷ୍ଟେଜ୍‌ ଶୋ, ଇଭେଣ୍ଟ୍‌ କେବଳ ‘ମୁନ୍‌ ଟିଭି’ ମାଧ୍ୟମରେ ହିଁ କରିପାରିବେ।
ଏହାସହିତ ଏହି ୬ ଜଣ ଅଭିନେତ୍ରୀଙ୍କୁ ନେଇ ‘ମୁନ୍‌ ଟିଭି’ର ସପ୍ତମ ଚଳଚ୍ଚିତ୍ର ‘ହିରାଲାଲ୍‌ ମୋତିଲାଲ୍‌’ ନିର୍ମାଣ ହେବ ବୋଲି ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ୱରରେ ଥିବା ହୋଟେଲ୍‌ ମେହେକ୍‌ରେ ଏକ ଇଭେଣ୍ଟର ଆୟୋଜନ କରାଯାଇ ନବାଗତା ଅଭିନେତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ‘ମୁନ୍‌ ଟିଭି ମୁଭିଜ୍‌’ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଓ କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ଉପସ୍ଥିତ ରହିଥିଲେ।

ଫିଲ୍ମ ‘ହିରାଲାଲ୍‌ ମୋତିଲାଲ୍‌’ରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ହେଲେ- ପ୍ରଜ୍ଞା, ଦୀଶା, ପୁଷ୍ପାରାଣୀ, କୁଇନ୍‌, ରୋଜାଲିନ୍‌, ରାଉର୍‌କେଲାର ମେହକ୍‌ ଓ କୋଲକାତାର ବେଙ୍ଗଲି ଅଭିନେତ୍ରୀ ଅମ୍ରିତା। ଏହାବ୍ୟତୀତ ଫିଲ୍ମରେ ଅମର, ଗୁଡୁ, ବାଳକୃଷ୍ଣ, ଜୀବନ ପଣ୍ଡା, ବାବୁ ପ୍ରଧାନ, ସଲିଲ୍‌ ମିତ୍ର, ଦେବୁ ବ୍ରହ୍ମା, ସୁମନ, କାଳିଆ ପ୍ରମୁଖ କଳାକାର ଅଭିନୟ କରିବାକୁ ଯାଉଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦେବେ ଅଶ୍ୱିନୀ ଗଡ଼ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story