ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ ଫି ପାଇଁ ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି ଲାଗିବ ନାହିଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ କୌଣସି ପାର୍କିଂ ଫି ଲାଗିବ ନାହିଁ। କଣ୍ଟ୍ରାକ୍ଟ କ୍ୟାରେଜ୍ ଲାଇସେନ୍ସ ଥିବା ସମସ୍ତ ବ୍ୟବସାୟିକ ଯାନବାହନ ଠାରୁ ଫିସ୍ ଆଦାୟ କରିବାକୁ ନିୟମ […]

Biju_patnaik-mmmmmmmmmmmmmmmm000000000000

Tapaswini Nayak
  • Published: Tuesday, 09 April 2019
  • Updated: 09 April 2019, 03:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି ଲାଗିବ ନାହିଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ କୌଣସି ପାର୍କିଂ ଫି ଲାଗିବ ନାହିଁ।

କଣ୍ଟ୍ରାକ୍ଟ କ୍ୟାରେଜ୍ ଲାଇସେନ୍ସ ଥିବା ସମସ୍ତ ବ୍ୟବସାୟିକ ଯାନବାହନ ଠାରୁ ଫିସ୍ ଆଦାୟ କରିବାକୁ ନିୟମ ହୋଇଛି। ବିମାନ ବନ୍ଦର ପାର୍କିଂ ଅଞ୍ଚଳରେ ଗାଡ଼ି ରଖିବାକୁ ଦର ଜାରି ହୋଇଛି। ସମସ୍ତ ଦୁଇ ଚକିଆ ଗାଡ଼ି ୩୦ ମିନିଟ୍ ରଖିଲେ ୧୦ ଟଙ୍କା  ଫି ହୋଇଥିବା ବେଳେ ୨ ଘଣ୍ଟା ରଖିଲେ ୧୫ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨ ଘଣ୍ଟାରୁ ୭ ଘଣ୍ଟା ପର୍ଯ୍ୟନ୍ତ ରଖିଲେ ୨୦ ଟଙ୍କା ଏବଂ ୨୪ ଘଣ୍ଟା ପର୍ଯ୍ୟନ୍ତ ପାର୍କିଂ ଦର ୪୫ ଟଙ୍କା ରହିଛି।

କାର୍ ୩୦ ମିନିଟ୍‌ ପାକିଂ ପାଇଁ  ୨୦ ଟଙ୍କା  ଫି ହୋଇଥିବା ବେଳେ ୨ଘଣ୍ଟା ରଖିଲେ ୫୫ ଟଙ୍କା ଦେବାକୁ ପଡ଼ିବ। ସେହିପରି ଟେମ୍ପୋ, ଏସ୍ୟୁଭି ଓ ମିନିବସ୍ ୩୦ ମିନିଟ ପାର୍କିଂ ପାଇଁ ୨୦ ଟଙ୍କା, ୨ ଘଣ୍ଟା ପର୍ଯ୍ୟନ୍ତ ୬୦ ଟଙ୍କା ଏବଂ ଦିନକୁ ୧୮୦ ଟଙ୍କା  ଦେବାକୁ ପଡ଼ିବ।

କୋଚ, ବସ୍ ଏବଂ ଟ୍ରକ୍ ୩୦ ମିନିଟ ପାର୍କିଂ ପାଇଁ ୩୦ ଟଙ୍କା, ୨ ଘଣ୍ଟା ପାଇଁ ୭୦ ଟଙ୍କା ଏବଂ ୨୪ ଘଣ୍ଟା ପାଇଁ ୨୧୦ ଟଙ୍କା ରହିଛି। ସମସ୍ତ ସରକାରୀ ଏବଂ ସରକାରୀ ଅଧିକୃତ ଗାଡ଼ି ଗୁଡିକ ପାଇଁ ପାର୍କିଂ ଫି ମାଗଣା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story