ଲୋକପ୍ରିୟ ହେଉଛି କଂଗ୍ରେସର ମାନପତ୍ର ପ୍ରତିବାଦ, ମେୟରଙ୍କ ପରେ ମହେଶ୍ୱର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜନୀତିକୁ ନେଇ କଂଗ୍ରେସର ନୂଆ ଫର୍ମୁଲା। ଆକ୍ଷେପ, ପ୍ରତିଆକ୍ଷେପ ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣର ନୂଆ ତରିକା। ସୋସିଆଲ ମିଡିଆରେ ଅଭିନବ ଢଙ୍ଗରେ କରାଯାଉଛି ସମାଲୋଚନା। ଫେସ୍‌ବୁକ୍‌ରେ ବୁଲୁଛି ଗୋଟିଏ ପରେ ଗୋଟିଏ ମାନପତ୍ର। ଏହି ମାନପତ୍ରରେ ସମ୍ପୃକ୍ତ ରାଜନେତାଙ୍କ ମାନ ମହତକୁ ଏମିତି ଢଙ୍ଗରେ ଲେଖାଯାଉଛି ଯାହା କୌତୂହଳ ସୃଷ୍ଟି କରିଛି।  ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏମିତି ଅଭିନବ ଢଙ୍ଗକୁ ଆପଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରଥମେ ଭୁବନେଶ୍ୱର ମେୟର […]

maheswar

maheswar

Rakesh Mallick
  • Published: Monday, 25 June 2018
  • Updated: 25 June 2018, 10:07 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜନୀତିକୁ ନେଇ କଂଗ୍ରେସର ନୂଆ ଫର୍ମୁଲା। ଆକ୍ଷେପ, ପ୍ରତିଆକ୍ଷେପ ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣର ନୂଆ ତରିକା। ସୋସିଆଲ ମିଡିଆରେ ଅଭିନବ ଢଙ୍ଗରେ କରାଯାଉଛି ସମାଲୋଚନା। ଫେସ୍‌ବୁକ୍‌ରେ ବୁଲୁଛି ଗୋଟିଏ ପରେ ଗୋଟିଏ ମାନପତ୍ର। ଏହି ମାନପତ୍ରରେ ସମ୍ପୃକ୍ତ ରାଜନେତାଙ୍କ ମାନ ମହତକୁ ଏମିତି ଢଙ୍ଗରେ ଲେଖାଯାଉଛି ଯାହା କୌତୂହଳ ସୃଷ୍ଟି କରିଛି।  ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏମିତି ଅଭିନବ ଢଙ୍ଗକୁ ଆପଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରଥମେ ଭୁବନେଶ୍ୱର ମେୟର ଅନନନ୍ତ ନାରାୟଣ ଜେନାଙ୍କ ଫଟୋ ପରେ ଆଜି ପୁରୀ ସଦର ବିଧାୟକ ମହେଶ୍ୱରଙ୍କ ନାମରେ ସେମିତି ଏକ ମାନପତ୍ର ବୁଲୁଛି। ଏହାକୁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଆପଣଙ୍କ ନାମ ଅନୁଯାଇ ଆପଣ କାମ ବହୁତ ସୁନ୍ଦର।  ନାମ ଆପଣଙ୍କର  ମହେଶ୍ଵେର । କାମ ଆପଣଙ୍କର... ପରି । ଆପଣ ଅନନ୍ତ ଶୟନରେ ରହି ପୁରୀ ଜଗନ୍ନାଥ ଧାମ ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି I ଆପଣଙ୍କ ଅକ୍ଳାନ୍ତ

ଉଦ୍ୟମ ପାଇଁ ନବକଳେବର ଯାଇ ୩ୟ ରଥଯାତ୍ରା ହେବାକୁ ବହୁତ କମ ଦିନ ଥିବା ବେଳେ ଅଳ୍ପକେ ବର୍ଷାରେ ବେଙ୍ଗ ମୂତ୍ରରେ ପୁରୀ ବଡଦାଣ୍ଡରେ କୁତ୍ରିମ ହ୍ରଦ ସୃଷ୍ଟି  ହେଉଛି। ମଇଳା ରାସ୍ତାରେ ଭାସୁଛି।ସହରରେ ଅନେକ ଆବର୍ଜନାର ପାହାଡ ଦେଖିବାକୁ ମିଳୁଛି ସ୍ୱରାଜ ଖୋଳା ଖୋଳି ସାରିବାର ନା ନେଉନି ! ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ହାତକୁ ନେଇ ଖାଇ ଖାଇ ବହୁତ ମୋଟା ହେଲେଣି । ଆଜି ଯାଏ ଜଗନ୍ନାଥ ମନ୍ଦିର ବ୍ରହ୍ମ ପରିବର୍ତ୍ତନ ହେଉ କିମ୍ବା ରତ୍ନ ଭଣ୍ଡାର ଚାବି କୁ ନେଇ କୌଣସି ତଥ୍ୟ କି ଉକ୍ତି ଦେଉ ନାହାନ୍ତି । ଆପଣଙ୍କ ଦିନରାତି ମେହେନତ କରିବାର ଫଳ ଆଜି ପୁରୀବାସି ପାଇଛନ୍ତି ଏବଂ ଆପଣଙ୍କ ଅକ୍ଲାନ୍ତ ପରିଶ୍ରମର ସଫଳତା ସମସ୍ତଙ୍କୁ ଈର୍ଷାନ୍ୱିତ କରିଛି। ଆପଣଙ୍କର ଏହି ସଫଳତା କୁ ଦୃଷ୍ଟି ଦେଇ ପୁରୀ ଜ଼ିଲ୍ଲା କଂଗ୍ରେସ ତରଫରୁ ମୁଁ ଆପଣଙ୍କୁ " ଶ୍ରେଷ୍ଠ ପରିମଳ ଓ ....ପୁରସ୍କାର " ପ୍ରଦାନ କରି ନିଜକୁ ଧନ୍ୟ ମନେ କରୁଛି।

ଆଲୋକ କୁମାର ଦାଶ

ଯୁବନେତା ,ପୁରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story