DRDO ମାମଲାରେ ନୂଆ ଟ୍ୱିଷ୍ଟ: ହନିଟ୍ରାପ୍‌ରେ ଫସାଉଥିଲେ ଆଉ ଜଣେ ରହସ୍ୟମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର DRDO ଗୁଇନ୍ଦାଗିରି ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଏହି ଘଟଣାରେ ପୂର୍ବରୁ ଜଣେ ରହସ୍ୟମୟୀଙ୍କ ସମ୍ପର୍କରେ ଜଣା ପଡ଼ିଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିଛି । ତେବେ ଏହି ୨ ମହିଳା ଜଣେ ନା ଭିନ୍ନ ଭିନ୍ନ ତାକୁ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ଼ । ସୂଚନାଯୋଗ୍ୟ, ପୂର୍ବରୁ ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା  । ଗିରଫ […]

lady

lady

Niharika Rout
  • Published: Saturday, 06 November 2021
  • Updated: 06 November 2021, 02:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର DRDO ଗୁଇନ୍ଦାଗିରି ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଏହି ଘଟଣାରେ ପୂର୍ବରୁ ଜଣେ ରହସ୍ୟମୟୀଙ୍କ ସମ୍ପର୍କରେ ଜଣା ପଡ଼ିଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିଛି । ତେବେ ଏହି ୨ ମହିଳା ଜଣେ ନା ଭିନ୍ନ ଭିନ୍ନ ତାକୁ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ଼ ।

ସୂଚନାଯୋଗ୍ୟ, ପୂର୍ବରୁ ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା  । ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୁମ୍ବାଇ ଲିଙ୍କ୍ ଥିବା ଜଣାପଡିଛି ।

କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଂଜୀବ ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ଜଣେ ମହିଳା ସଂପୃକ୍ତ ଅଭିଯୁକ୍ତଙ୍କ ସହ ପ୍ରଥମେ ଯୋଗାଯୋଗ କରିଥିଲେ। ଦୁବାଇରେ ଚାକିରି କରନ୍ତି ବୋଲି କହିଥିଲେ। ସମ୍ପର୍କ ବଢ଼ିଲା ପରେ ହନିଟ୍ରାପରେ ଫସାଇ ୪୦ ହଜାର ଟଙ୍କା ମାଗିଥିଲେ। ୨ଟି କିସ୍ତିରେ ୩୦, ୧୦ ହଜାର ଅଭିଯୁକ୍ତଜଣକ ସମ୍ପୃକ୍ତ ମହିଳାଙ୍କୁ ଦେଇଥିଲେ।  ଆଉ ଏହି ଟଙ୍କା ମୁମ୍ବାଇର ୨ଜଣ ବ୍ୟକ୍ତିଙ୍କ ପାଖକୁ ଅନଲାଇନ୍‌ରେ ପଠାଇବାକୁ କହିଥିଲେ ।  ଶେଷରେ ଗତ ଏପ୍ରିଲ ୧୮ତାରିଖରେ ଅନଲାଇନ୍‌ରେ ଅଭିଯୁକ୍ତଜଣକ ୪୦ ହଜାର ଜମା କରିଥିଲେ  । ହେଲେ ୧୯ ତାରିଖ ଦିନ ସଂପୃକ୍ତ ଅଭିଯୁକ୍ତଙ୍କର ଚାନ୍ଦିପୁର SBI ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଟଙ୍କା ରିଟର୍ଣ୍ଣ ଆସିଥିଲା  । ଉକ୍ତ ଟଙ୍କା କେହି ଜଣେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ନେଇ ସୂଚନା ମିଳିଛି ।

ଏଥିସହ ଏଡିଜି କହିଛନ୍ତି, ଅଭିଯୁକ୍ତଜଣକ ଅନଲାଇନ୍‌ରେ ମୁମ୍ବାଇର ୨ ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରାଯାଇଛି  । ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ବାହାର କରିବା ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଟଙ୍କା ମାଗିଥିବା ମହିଳା ଜଣକ କିଏ ତାକୁ ନେଇ ଚାଲିଛି ତନାଘନା । ବର୍ତ୍ତମାନର ସଂପୃକ୍ତ ମହିଳା ଜଣକ ପ୍ରଥମ ରହସ୍ୟମୟୀ ନା ଆଉ ଜଣେ, ସେନେଇ ତନାଘନା ଜାରି ରହିଛି ।

ସୂଚନାଯୋଗ୍ୟ, ଚାନ୍ଦିପୁର DRDOର ୫ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ଆଦାୟ କରୁଥିବା ରହସ୍ୟମୟୀ ସମସ୍ତଙ୍କୁ ଦେଉଥିଲେ ଭିନ୍ନ ଭିନ୍ନ ଠିକଣା।  କାହାକୁ  ବ୍ରିଟେନ ଲିଭରପୁଲରେ ତ’ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲେ। ହେଲେ ରହସ୍ୟମୟୀଜଣକ ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ । ଏପରିକି ପ୍ରକ୍ସି ଆଇପି ଜରିଆରେ ଫେସ୍‌ବୁକ୍‌ରେ ଚାଟିଂ ଚଲାଇ ପ୍ରେମ ଜାଲରେ DRDO କର୍ମଚାରୀଙ୍କୁ ଫସାଉଥିଲେ।  ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୟ ପଣ୍ଡା।

ଏବେ ଠାବ ହୋଇଥିବା ମହିଳା ଓ ଉକ୍ତ ରହସ୍ୟମୟୀ ସମାନ ନା ଅଲଗା ଅଲଗା ତାକୁ ନେଇ ଦେଖାଦେଲାଣି ଟ୍ୱିଷ୍ଟ । ଖୁବ୍‌ଶୀଘ୍ର ଏହି ସସ୍‌ପେନ୍ସ ଉପରୁ ପରଦା ହଟିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ସୂଚନାଯୋଗ୍ୟ, ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।

https://youtu.be/xj0HJOYuXoY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story