କିଏ ଛାଡ଼ି ଦେଇଗଲା କୁନି ପୁଅକୁ?

କେନ୍ଦୁଝର (ପ୍ରଣୟ ପାଣି): ମେଡ଼ିକାଲ୍‌ ପଛ ପାର୍ଶ୍ୱରେ କିଏ ଛାଡ଼ି ଦେଇଗଲା କୁନି ପୁଅକୁ? କ’ଣ ତା’ ପରିଚୟ? କିଏ ଓ କାହିଁକି ତାକୁ ଛାଡ଼ି ପଳାଇଲା? କେନ୍ଦୁଝର ମେଡ଼ିକାଲ୍‌ ପଛ ପାର୍ଶ୍ୱରୁ ମିଳିଥିବା ନବଜାତ ଶିଶୁପୁତ୍ରକୁ ନେଇ ଏବେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ରକୁ କେହି ଶୁଆଇ ଦେଇ ତା’ ଉପରେ […]

Keonjhar

Keonjhar

Manoranjan Sial
  • Published: Wednesday, 07 December 2022
  • Updated: 07 December 2022, 04:59 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ମେଡ଼ିକାଲ୍‌ ପଛ ପାର୍ଶ୍ୱରେ କିଏ ଛାଡ଼ି ଦେଇଗଲା କୁନି ପୁଅକୁ? କ’ଣ ତା’ ପରିଚୟ? କିଏ ଓ କାହିଁକି ତାକୁ ଛାଡ଼ି ପଳାଇଲା? କେନ୍ଦୁଝର ମେଡ଼ିକାଲ୍‌ ପଛ ପାର୍ଶ୍ୱରୁ ମିଳିଥିବା ନବଜାତ ଶିଶୁପୁତ୍ରକୁ ନେଇ ଏବେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା ମାଇନର ଓଟି ପଛପଟେ ଏକ ନବଜାତ ଶିଶୁପୁତ୍ରକୁ କେହି ଶୁଆଇ ଦେଇ ତା’ ଉପରେ ବ୍ୟାଗ ଘୋଡାଇ ଦେଇଥିଲା। ତେବେ ମେଡ଼ିକାଲ୍‌ କର୍ମଚାରୀମାନେ ଉକ୍ତ ବ୍ୟାଗକୁ ଉଠାଇ ଆଣିବାରୁ ଛୁଆ ଥିବା ଦେଖିବାକୁ ପାଇଥିଲେ। ଛୁଆଟି ବଞ୍ଚିଥିଲା। ତାକୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଛୁଆର ପରିଚୟ ମିଳିପାରି ନାହିଁ। ତେବେ ପିଲାଟି କୁମାରୀ ମାତୃତ୍ୱ ବୋଲି ସନ୍ଦେହ କରାଯାଉଛି।

ସୂଚନାରୁ ପ୍ରକାଶ, ଦିନକୁ ଦିନ ରାଜ୍ୟରେ କୁମାରୀ ମାତୃତ୍ୱ ବୃଦ୍ଧି ପାଉଛି। ଦୁଇ ବର୍ଷ ତଳେ କେନ୍ଦୁଝର ଅର୍ବାନ ପିଏଚ୍‌ସି ସମ୍ମୁଖରେ ଜଣେ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିଲା। ତା’ ପୂର୍ବରୁ ଅର୍ଥାତ ପାଖାପାଖି ୫ ବର୍ଷ ତଳେ ବ୍ଲଡ ବ୍ୟାଙ୍କ ପାଖରେ ତିଆରି ହେଉଥିବା କୋଠା ପାର୍ଶ୍ୱରେ ଏକ ଶିଶୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story