ମେଡିକାଲ୍‌ରେ ଆଈ ହାତରୁ ନାତୁଣୀକୁ ନେଇଗଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନବଜାତ ନାତୁଣୀକୁ ଟୀକା ଦେବାକୁ ନେଇଥିଲେ ଆଈ। ହେଲେ ଧରିବାର ବାହାନା କରି ଜଣେ ମହିଳା ମେଡିକାଲରୁ ନାତୁଣୀକୁ ନେଇଗଲା। ଆଜି ଏମିତି ଅଭିଯୋଗ ବ୍ରହ୍ମପୁର ବଡ଼ ମେଡିକାଲରୁ ଆସିଛି। ପୂରା ଘଟଣା ଏମିତି। କବିସୂର୍ଯ୍ୟନଗର ବ୍ଲକ ରାମତାନରୟଣପୁର ଗାଁ ଭିକାରି ନାଏକଙ୍କ ସ୍ତ୍ରୀ ଜତି ଗତକାଲି ପୁରୁଷୋତ୍ତମପୁର ମେଡ଼ିକାଲରେ ପିଲା ଜନ୍ମ କରିଥିଲେ। ପରେ ଜତିଙ୍କୁ ଜ୍ୱର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ପ୍ରସୂତି ୱାର୍ଡ଼ର […]

vlcsnap-7231-05-29-02h29m59s436

vlcsnap-7231-05-29-02h29m59s436

Jyoshna Pradhan
  • Published: Saturday, 22 September 2018
  • Updated: 22 September 2018, 11:26 AM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନବଜାତ ନାତୁଣୀକୁ ଟୀକା ଦେବାକୁ ନେଇଥିଲେ ଆଈ। ହେଲେ ଧରିବାର ବାହାନା କରି ଜଣେ ମହିଳା ମେଡିକାଲରୁ ନାତୁଣୀକୁ ନେଇଗଲା। ଆଜି ଏମିତି ଅଭିଯୋଗ ବ୍ରହ୍ମପୁର ବଡ଼ ମେଡିକାଲରୁ ଆସିଛି।

ପୂରା ଘଟଣା ଏମିତି। କବିସୂର୍ଯ୍ୟନଗର ବ୍ଲକ ରାମତାନରୟଣପୁର ଗାଁ ଭିକାରି ନାଏକଙ୍କ ସ୍ତ୍ରୀ ଜତି ଗତକାଲି ପୁରୁଷୋତ୍ତମପୁର ମେଡ଼ିକାଲରେ ପିଲା ଜନ୍ମ କରିଥିଲେ। ପରେ ଜତିଙ୍କୁ ଜ୍ୱର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ପ୍ରସୂତି ୱାର୍ଡ଼ର ଏଲ୍‌-୧୯ ବେଡ୍‌ରେ ଚିକିତ୍ସା କରାଯାଉଥିଲା।

ଆଜି ସକାଳେ ଜତିଙ୍କ ମାଆ ଗୁରୁବାରୀ ନବଜାତ ଶିଶୁକୁ ଧରି ଟୀକା ଦେବାକୁ ନେଇଥିଲେ। ତେବେ ଛିଡ଼ା ହେବାରେ ଅସୁବିଧା ହେବାରୁ ଗୁରୁବାରୀ ତାଙ୍କ ପଛରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ମହିଳାଙ୍କୁ ଛୁଆ ଦେଇ ଟିକେଟ୍‌ କରିବାକୁ ଯାଇଥିଲେ। ସେ ଟିକେଟ୍‌ କରି ଆସି ଦେଖନ୍ତି, ସମ୍ପୃକ୍ତ ମହିଳା ସେଠାରେ ନାହିଁ। ପରେ ସେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ।

ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଶିଶୁର ପତ୍ତା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story