ଶନି ମନ୍ଦିରରୁ ଶିଶୁକନ୍ୟା ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦପୁର ଶନି ମନ୍ଦିରରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ମନ୍ଦିର ପରିସରରେ କିଏ ଏହି ଶିଶୁ କନ୍ୟାକୁ ଛାଡ଼ି ଦେଇ ଯାଇଛି ତାହା ଜଣାପଡ଼ି ନାହିଁ।

ମନ୍ଦିର ପାଖରେ ରହୁଥିବା ସରସ୍ୱତୀ ସେଠୀ ନାମକ ଜଣେ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଶିଶୁ କନ୍ୟାକୁ ଦେଖିଥିଲେ। ମହିଳାଙ୍କ ଜଣଙ୍କ ଶିଶୁକନ୍ୟାକୁ ଉଦ୍ଧାର କରି ନିଜ ଘରୁ ଆଣିଥିଲେ। ପରେ ଶିଶୁଟିର ପ୍ରାଥମିକ ଚିକିତ୍ସା  କରିବା ପରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟଅବସ୍ଥା ଅଧିକ  ଖରାପ ହେବାରୁ ତାକୁ କଟକ ଶିଶୁ ଭବନକୁ ନେବାକୁ  ଡାକ୍ତର ପରାମର୍ଶ ଦେଇଥିଲେ। ସିଡବ୍ଲ୍ୟୁସି ଟିମ୍  ଘଟଣାର ତଦନ୍ତ କରୁଛି।

 

 

 

ଆହୁରି ପଢ଼ନ୍ତୁ

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବି ମାନିନିଅନ୍ତୁ ସରକାର: କଂଗ୍ରେସ

ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ

୨ ଲକ୍ଷ ପିଲାଙ୍କ ପାଇଁ ପରୀକ୍ଷା କରିବା ସମ୍ଭବ ନୁହେଁ: କେନ୍ଦ୍ରକୁ ଜଣାଇଲା ଓଡ଼ିଶା

ସଚିବସ୍ତରୀୟ ବୈଠକ: ମହାମାରୀରେ ବି ରାଜ୍ୟର ଅଣଟିକସ ରାଜସ୍ୱ ବୃଦ୍ଧି

କେଉଁ ଫର୍ମୁଲାକୁ ଅପଣାଇବେ ସରକାର? ସ୍କୁଲ ଖୋଲିଲେ ନିଷ୍ପତ୍ତି

କେନ୍ଦ୍ରାପଡ଼ାବାସୀଙ୍କୁ ଖୁସି ଖବର ଦେଲେ ବୈଜୟନ୍ତ

ବିଜେଡିକୁ ମିଳୁନାହାନ୍ତି ଦକ୍ଷ-ସ୍ୱଚ୍ଛ ଯୁବ ଓ ଛାତ୍ର ମୁଖିଆ, କସରତ ଜାରି

ମୋ ହାତରେ ଲାଗିଛି ପ୍ରମାଣ, ସବୁ ଖୋଲାସା କରିବି

ମଦ୍ୟପଙ୍କ ମନର ବେଦନା ଶୁଣିଲେ ସରକାର! ରେଟ୍‌ କମିଲା

ଆରୋଗ୍ୟ ହେଲେ ୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ମାନିଲେନି ସାମାଜିକ ଦୂରତ୍ୱ