ଶନି ମନ୍ଦିରରୁ ଶିଶୁକନ୍ୟା ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦପୁର ଶନି ମନ୍ଦିରରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ମନ୍ଦିର ପରିସରରେ କିଏ ଏହି ଶିଶୁ କନ୍ୟାକୁ ଛାଡ଼ି ଦେଇ ଯାଇଛି ତାହା ଜଣାପଡ଼ି ନାହିଁ।

ମନ୍ଦିର ପାଖରେ ରହୁଥିବା ସରସ୍ୱତୀ ସେଠୀ ନାମକ ଜଣେ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଶିଶୁ କନ୍ୟାକୁ ଦେଖିଥିଲେ। ମହିଳାଙ୍କ ଜଣଙ୍କ ଶିଶୁକନ୍ୟାକୁ ଉଦ୍ଧାର କରି ନିଜ ଘରୁ ଆଣିଥିଲେ। ପରେ ଶିଶୁଟିର ପ୍ରାଥମିକ ଚିକିତ୍ସା  କରିବା ପରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟଅବସ୍ଥା ଅଧିକ  ଖରାପ ହେବାରୁ ତାକୁ କଟକ ଶିଶୁ ଭବନକୁ ନେବାକୁ  ଡାକ୍ତର ପରାମର୍ଶ ଦେଇଥିଲେ। ସିଡବ୍ଲ୍ୟୁସି ଟିମ୍  ଘଟଣାର ତଦନ୍ତ କରୁଛି।

[vc_video link="" align="center"]

Ordigital Desk
• Published: Thursday, 07 September 2017
• Updated: 07 September 2017, 01:35 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦପୁର ଶନି ମନ୍ଦିରରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ମନ୍ଦିର ପରିସରରେ କିଏ ଏହି ଶିଶୁ କନ୍ୟାକୁ ଛାଡ଼ି ଦେଇ ଯାଇଛି ତାହା ଜଣାପଡ଼ି ନାହିଁ।

ମନ୍ଦିର ପାଖରେ ରହୁଥିବା ସରସ୍ୱତୀ ସେଠୀ ନାମକ ଜଣେ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ଶିଶୁ କନ୍ୟାକୁ ଦେଖିଥିଲେ। ମହିଳାଙ୍କ ଜଣଙ୍କ ଶିଶୁକନ୍ୟାକୁ ଉଦ୍ଧାର କରି ନିଜ ଘରୁ ଆଣିଥିଲେ। ପରେ ଶିଶୁଟିର ପ୍ରାଥମିକ ଚିକିତ୍ସା  କରିବା ପରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟଅବସ୍ଥା ଅଧିକ  ଖରାପ ହେବାରୁ ତାକୁ କଟକ ଶିଶୁ ଭବନକୁ ନେବାକୁ  ଡାକ୍ତର ପରାମର୍ଶ ଦେଇଥିଲେ। ସିଡବ୍ଲ୍ୟୁସି ଟିମ୍  ଘଟଣାର ତଦନ୍ତ କରୁଛି।

[vc_video link="" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos