ବୁଦାମୂଳରୁ ଶିଶୁକନ୍ୟା ଉଦ୍ଧାର

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ଶିଶୁକନ୍ୟା। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନିକଟ ତେରମାଇଲ ଛକରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଏକ ବୁଦା ମୂଳରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବୁଦାମୂଳରେ ଶିଶୁଟିକୁ ସ୍ଥାନୀୟ ଲୋକେ ଦେଖି ଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ନବଜାତ ଶିଶୁକନ୍ୟାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

babymmmmmmmmmmmmmm

Tapaswini Nayak
  • Published: Wednesday, 19 June 2019
  • , Updated: 19 June 2019, 01:26 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ଶିଶୁକନ୍ୟା। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନିକଟ ତେରମାଇଲ ଛକରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଏକ ବୁଦା ମୂଳରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।

ବୁଦାମୂଳରେ ଶିଶୁଟିକୁ ସ୍ଥାନୀୟ ଲୋକେ ଦେଖି ଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ନବଜାତ ଶିଶୁକନ୍ୟାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related story