ଭୁବନେଶ୍ୱରରୁ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ଲୋକାଲ୍‌ କେସ ୧୧୩୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୩ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୩୧ ଜଣ ଲୋକାଲ୍‌ କେସ। ଏହାଛଡ଼ା ଆଜି ୮୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଆଜି ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଆର୍ଯ୍ୟ ଭିଲେଜ, ଏୟାରପୋର୍ଟ କଲୋନୀ, ଜିଜିପି କଲୋନୀ, ଅଶୋକ ନଗର, ଭିମପୁର, ସିଆର୍‌ପିଏଫ୍‌ କ୍ୟାମ୍ପସ୍‌, ଗଣ୍ଡମୁଣ୍ଡା, ନହରକଣ୍ଟା, ନ୍ୟୁ ଏଜି କଲୋନୀ, ପ୍ରତାପଗଡ଼, […]

bmc

bmc

Manoranjan Sial
  • Published: Wednesday, 12 May 2021
  • Updated: 12 May 2021, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୩ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୩୧ ଜଣ ଲୋକାଲ୍‌ କେସ। ଏହାଛଡ଼ା ଆଜି ୮୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

ଆଜି ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଆର୍ଯ୍ୟ ଭିଲେଜ, ଏୟାରପୋର୍ଟ କଲୋନୀ, ଜିଜିପି କଲୋନୀ, ଅଶୋକ ନଗର, ଭିମପୁର, ସିଆର୍‌ପିଏଫ୍‌ କ୍ୟାମ୍ପସ୍‌, ଗଣ୍ଡମୁଣ୍ଡା, ନହରକଣ୍ଟା, ନ୍ୟୁ ଏଜି କଲୋନୀ, ପ୍ରତାପଗଡ଼, ରାମେଶ୍ୱରପାଟଣା, ରବି ଟକିଜ ସ୍କ୍ୱୋୟାର, ପୋଷ୍ଟାଲ୍‌ କଲୋନୀ, ଶ୍ରୀ ବିହାର, ଶ୍ୟାମପୁର ଓ ଶିଶୁ ଭବନ ସ୍କ୍ୱୋୟାରରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1392460320132636679?s=20

ସେହିପରି ୟୁନିଟ୍‌-୨ରୁ ୧୨, ୟୁନିଟ୍‌-୭ରୁ ୨, ବାଣୀବିହାରରୁ ୭, ସୌଭାଗ୍ୟ ନଗରରୁ ୪, ଶ୍ରୀରାମ ନଗରରୁ ୪, ସୂର୍ଯ୍ୟ ନଗରରୁ ୪, ଟମାଣ୍ଡୋରୁ ୨, ଟଙ୍କପାଣି ରୋଡ୍‌ରୁ ୧୮, ୟୁନିଟ୍‌-୧ରୁ ୮, ୟୁନିଟ୍‌-୯ରୁ ୧୮, ଶିରିପୁରରୁ ୩, ପଟିଆରୁ ୫୭, ଶାସ୍ତ୍ରୀ ନଗରରୁ ୧୨, ସାଲିଆ ସାହିରୁ ୫, ସାମନ୍ତରାପୁରରୁ ୧୨, ସତ୍ୟ ନଗରରୁ ୪, ଶୈଳଶ୍ରୀ ବିହାରରୁ ୨୨, ସୈନିକ ସ୍କୁଲର ସ୍କ୍ୱୋୟାରରୁ ୨, ୟୁନିଟ୍‌-୮ରୁ ୨୨, ରେଣ୍ଟାଲ୍‌ କଲୋନୀରୁ ୯, ରସୁଲଗଡ଼ରୁ ୩୬, ପାତ୍ରପଡ଼ାରୁ ୧୪ ଓ ପୋଖରୀପୁଟରୁ ୧୫ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ସହିଦ୍‌ ନଗରରୁ ୧୫, ପ୍ରେସ୍‌ କଲୋନୀରୁ ୨, ସୁନ୍ଦରପଦାରୁ ୩୧, ପଳାଶୁଣୀରୁ ୯, ପଳାଶପଲ୍ଲୀରୁ ୬, ପାଣ୍ଡରାରୁ ୬, ୟୁନିଟ୍‌-୩ରୁ ୧୮, ନୟାପଲ୍ଲୀରୁ ୬୨, ନ୍ୟୁ ଫରେଷ୍ଟ ପାର୍କରୁ ୨, ନୀଳାଦ୍ରି ବିହାରରୁ ୧୧, ଓଲଡ୍‌ ଏଜି କଲୋନୀରୁ ୮, ଓଲ୍‌ଡ ଟାଉନ୍‌ରୁ ୪୨, ଅନ୍ୟ ଜିଲ୍ଲାରୁ ୨, ଭିଏସ୍‌ଏସ୍‌ ନଗରରୁ ୧୪,  ମଧୁସୂଦନ ନଗରରୁ ୩, ନନ୍ଦନ ବିହାରରୁ ୨, ମୈତ୍ରୀ ବିହାରରୁ ୩, ମଞ୍ଚେଶ୍ୱର ୩୨, ମାଷ୍ଟର କ୍ୟାଣ୍ଟିନ୍‌ରୁ ୩, ନାଗେଶ୍ୱର ଟାଙ୍ଗୀରୁ ୪, ଲକ୍ଷ୍ମୀସାଗରରୁ ୩୬, ଲୋଇସ୍‌ ରୋଡ୍‌ରୁ ୩, ଝାରପଡ଼ାରୁ ୩୧, କେଶୋରାରୁ ୨, ଜାଗମରାରୁ ୪, ଖଣ୍ଡଗିରି ବାରୀରୁ ୫, ଖାରବେଳ ନଗରରୁ ୩, କୋଳଥିଆରୁ ୩, ଚକେଇଶିଆଣୀରୁ ୧୯, କଳିଙ୍ଗ ବିହାରରୁ ୯, ସିଆର୍‌ପି ସ୍କ୍ୱୋୟାରରୁ ୪, କପିଳପ୍ରସାଦରୁ ୩, ଜଗମୋହନ ନଗରରୁ ୩, ଜୟଦେବ ବିହାରରୁ ୨୫, ମଞ୍ଚେଶ୍ୱରରୁ ୨, କଳାରାହାଙ୍ଗରୁ ୩, ଘାଟିକିଆରୁ ୭, ହଂସପାଳରୁ ୩, ଆଇଆର୍‌ସି ଭିଲେଜରୁ ୩, ଖଣ୍ଡଗିରିରୁ ୪୪, ଗଙ୍ଗନଗରରୁ ୮, ଗୌତମ ନଗରରୁ ୩,  କଳିଙ୍ଗ ନଗରରୁ ୯, ଚିନ୍ତାମଣିଶ୍ୱରରୁ ୮, ଚନ୍ଦ୍ରଶେଖରପୁରରୁ ୩୪, କଳ୍ପନାରୁ ୨୪, ଡମଣାରୁ ୨, ଡୁମ୍‌ଡୁମାରୁ ୨୮, ଗାଡ଼କଣାରୁ ୭, ଗଜପତି ନଗରରୁ ୩ ଜଣ ଲେଖାଏଁ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି।

ସେହିପରି ବିଜେବି ନଗରରୁ ୧୪, ବମିଖାଲରୁ ୫, ବ୍ରହ୍ମେଶ୍ୱରପାଟଣାରୁ ୨, ବୁଦ୍ଧ ନଗରରୁ ୨,  ଭିମଟାଙ୍ଗୀରୁ ୯, ବାପୁଜୀ ନଗରରୁ ୬, ବରମୁଣ୍ଡାରୁ ୩୪, ବିଡିଏ କଲୋନୀରୁ ୫, ଭରତପୁରରୁ ୧୯, ୭ମ ବାଟାଲିୟନ୍‌ରୁ ୪, ଆଚାର୍ଯ୍ୟ ବିହାରରୁ ୧୦, ଏରୋଡ୍ରମ୍‌ ଏରିଆରୁ ୩, ଆଇଗିଣିଆରୁ ୯, ଏମ୍‌ସ ନଗରରୁ ୨, ବଡ଼ଗଡ଼ରୁ ୪୬ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos