ଭୁବନେଶ୍ୱରରୁ ୪୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୩୬୦ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି। ଫୋର୍ଥ ସେଞ୍ଚୁରୀ ମାରିଛି କରୋନା। ଆଜି ଭୁବନେଶ୍ୱରରେ ୪୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬୦ ଜଣ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା ୩୬୦ ଲୋକାଲ୍‌ କେସ ଭିତରୁ ଆଚାର୍ଯ୍ୟ ବିହାର, ଆଜାଦ ନଗର, ଭରତପୁର, ଭୀମଟାଙ୍ଗି, କଳ୍ପନା ଛକ, ସତ୍ୟନଗର, ବୁଦ୍ଧେଶ୍ୱର କଲୋନୀ, ଚକେଇସିଆଣୀ, ଡେଲ୍‌ଟା […]

bbsr

bbsr

Manoranjan Sial
  • Published: Saturday, 17 April 2021
  • Updated: 17 April 2021, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି। ଫୋର୍ଥ ସେଞ୍ଚୁରୀ ମାରିଛି କରୋନା। ଆଜି ଭୁବନେଶ୍ୱରରେ ୪୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬୦ ଜଣ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା ୩୬୦ ଲୋକାଲ୍‌ କେସ ଭିତରୁ ଆଚାର୍ଯ୍ୟ ବିହାର, ଆଜାଦ ନଗର, ଭରତପୁର, ଭୀମଟାଙ୍ଗି, କଳ୍ପନା ଛକ, ସତ୍ୟନଗର, ବୁଦ୍ଧେଶ୍ୱର କଲୋନୀ, ଚକେଇସିଆଣୀ, ଡେଲ୍‌ଟା କ୍ୱେୟାର, ମୈତ୍ରବିହାର, ଖଣ୍ଡଗିରି ବାରି, ଗଙ୍ଗା ନଗର, ଗଜପତି ନଗର, ନ୍ୟୁ ଫରେଷ୍ଟପାର୍କ ଓ ଶ୍ରୀରାମ ନଗରରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/bmcbbsr/status/1383401082320130054?s=20

ସେହିପରି ଅଶୋକ ନଗରରୁ ୩, ଚନ୍ଦ୍ରଶେଖରପୁରରୁ ୫, ୟୁନିଟ୍‌-୩ରୁ ୪, ୟୁନିଟ୍‌-୫ରୁ ୨, ୟୁନିଟ୍‌-୬ରୁ ୨, ୟୁନିଟ୍‌-୯ରୁ ୫, ବାଣୀବିହାରରୁ ୩, ମଞ୍ଚେଶ୍ୱରରୁ ୮, ସୁନ୍ଦରପଦାରୁ ୬, ଘାଟିକିଆରୁ ୨, ୟୁନିଟ୍‌-୧ରୁ ୩, ୟୁନିଟ୍‌-୨ରୁ ୬,  ପୋଖରୀପୁଟ୍‌ରୁ ୧୧, ଶୈଳଶ୍ରୀ ବିହାରରୁ ୭, ସାମନ୍ତରାପୁରରୁ ୮, ସନ୍ତୋଷ ବିହାରରୁ ୩, ବମିଖାଲ୍‌ରୁ ୧୨,  ପାତ୍ରପଡାରୁ ୨,  ଖାରବେଳନଗରରୁ ୩, ନ୍ୟୁ ଏଜି କଲୋନୀରୁ ୩,  ଡୁମ୍‌ଡୁମାରୁ ୪, ନୀଳାଦ୍ରି ବିହାରରୁ ୬, ଲକ୍ଷ୍ମୀ ସାଗରରୁ ୧୭, ସତ୍ୟ ବିହାରରୁ ୨, ଭିଏସ୍ଏସ୍‌ ନଗରରୁ ୫, ସୌଭାଗ୍ୟ ନଗରରୁ ୪, ପଳାଶପଲ୍ଲୀରୁ ୭, ପଳାଶୁଣୀରୁ ୨, ପ୍ରଶାନ୍ତ ବିହାରରୁ ୨, ପୂନାମା ଗେଟ୍‌ରୁ ୨, ରସୁଲଗଡ଼ରୁ ୧୦, ନାଗେଶ୍ୱରଟାଙ୍ଗିରୁ ୨, ନହରକଣ୍ଟାରୁ ୨, ଓଲଡ୍‌ ଟାଉନ୍‌ରୁ ୧୨, ପଟିଆରୁ ୧୭, ଗୌତମନଗରରୁ ୩, ଖଣ୍ଡଗିରିରୁ ୧୩, ଚିନ୍ତାମଣିଶ୍ୱରୀରୁ ୫, ଡୁମ୍‌ଡୁମାରୁ ୨,  ବରଗଡ଼ରୁ ୧୩, ବରମୁଣ୍ଡାରୁ ୨୧, କଳିଙ୍ଗ ବିହାରରୁ ୨, ବିଜେବି ନଗରରୁ ୭, ୟୁନିଟ୍‌-୮ରୁ ୧୦, ଗେରେଜ ଛକରୁ ୨, ଟଙ୍କପାଣି ରୋଡ୍‌ରୁ ୧୧, ନୟାପଲ୍ଲୀରୁ ୨୯, ହଂସପାଳରୁ ୫, ଆଇଆର୍‌ସି ଭିଲେଜରୁ ୭, ଜାଗମରାରୁ ୫, ଜୟଦେବ ବିହାରରୁ ୩, ଝାରପଡ଼ାରୁ ୭, କଳିଙ୍ଗନଗରରୁ ୩, ସତ୍ୟନଗରରୁ ୩ ଓ କୋଳଥିଆରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୩୫୩୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୭୫୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୩୧୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story