ଆଜି ରାଜଧାନୀରେ ୧୦୩୪ ଆକ୍ରାନ୍ତ, ୧୦୧୯ ସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମହାମାରୀ କରୋନାରେ ୧୦୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୦୩୪ ଆକ୍ରାନ୍ତଙ୍କ ଭିତରେ ୧୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୮୦ ଜଣ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ପାଇକ ନଗର, ଗୌରୀ ନଗର, କଟକ ରୋଡ୍‌, ଗେରେଜ ଛକ, ଜିଜିପି କଲୋନୀ, ଏଜି କଲୋନୀ, […]

bmc

bmc

Manoranjan Sial
  • Published: Saturday, 08 May 2021
  • Updated: 08 May 2021, 06:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମହାମାରୀ କରୋନାରେ ୧୦୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୦୩୪ ଆକ୍ରାନ୍ତଙ୍କ ଭିତରେ ୧୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୮୦ ଜଣ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ଆଜି ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ପାଇକ ନଗର, ଗୌରୀ ନଗର, କଟକ ରୋଡ୍‌, ଗେରେଜ ଛକ, ଜିଜିପି କଲୋନୀ, ଏଜି କଲୋନୀ, ଭିମପୁର, ବୁଦ୍ଧେଶ୍ୱର କଲୋନୀ, କାଇମାଟି, ୟୁନିଟ୍‌-୫, ୟୁନିଟ୍‌-୭, ଖାରବେଳ ନଗର, ନନ୍ଦନ ବିହାର ଓ ପାୱାର ହାଉସ୍‌ ସ୍କ୍ୱୋୟାର୍‌ରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଅଛନ୍ତି।

https://twitter.com/bmcbbsr/status/1391007831076208647?s=20

ସେହିପରି ବିବେକାନନ୍ଦ ମାର୍ଗରୁ ୨, ୟୁନିଟ୍‌-୯ରୁ ୨୩, ୟୁନିଟ୍‌-୮ରୁ ୨୩, ୟୁନିଟ୍‌-୬ରୁ ୧୩, ୟୁନିଟ୍‌-୩ରୁ  ୮, ପାଣ୍ଡରାରୁ ୨, ସୁନ୍ଦରପଦାରୁ ୨୦, ଟଙ୍କପାଣି ରୋଡରୁ ୧୨, ୟୁନିଟ୍‌-୧ରୁ ୫, ୟୁନିଟ୍‌-୨ରୁ ୪, ସାମନ୍ତରାପୁରରୁ ୮, ସତ୍ୟନଗରରୁ ୧୦, ଶାସ୍ତ୍ରୀ ନଗରରୁ ୧୧, ସତ୍ୟମପୁରରୁ ୨, ପଟିଆରୁ ୫୪, ସହିଦ ନଗରରୁ ୧୦, ପାହାଳରୁ ୪, ରସୁଲଗଡ଼ରୁ ୨୭, ରଙ୍ଗମାଟିଆରୁ ୪, ରେଣ୍ଟାଲ୍‌ କଲୋନୀରୁ ୪,  ୟୁନିଟ୍‌-୪ରୁ ୯,  ପାତ୍ରପଡ଼ାରୁ ୬, ପୋଖରୀପୁଟରୁ ୧୧, ପଳାଶପଲ୍ଲୀରୁ ୮, ପଳାଶୁଣୀରୁ ୯, ଶୈଳଶ୍ରୀ ବିହାରରୁ ୨୩, ନୀଳାଦ୍ରି ବିହାରରୁ ୧୯, ନୂଆଗାଁରୁ ୨, ଓଲଡ୍‌ ଷ୍ଟେସନ୍‌ ବଜାରରୁ ୪, ଓଲ୍‌ଡ ଟାଉନ୍‌ରୁ ୩୭,  ନୟାପଲ୍ଲୀରୁ ୫୪ ଓ ନ୍ୟୁ ଏଜି କଲୋନୀରୁ ୪ ଜଣ ଲେଖାଏଁ ଲୋକାଲ୍‌ ଚିହ୍ନଟ ହୋଇଛନ୍ତି।

ସେହିପରି ଅନ୍ୟ ଜିଲ୍ଲାରୁ ୫, ମଞ୍ଚେଶ୍ୱରରୁ ୧୧, ନାଗେଶ୍ୱର ଟାଙ୍ଗୀରୁ ୩, ନହରକଣ୍ଟାରୁ ୨, ନଖରାରୁ ୨, କୋଳଥଇଆରୁ ୨, ଘାଟିକିଆରୁ ୪, ଲିଙ୍ଗିପୁରରୁ ୨, ମଧୂସୁଦନନଗରରୁ ୪, କଳ୍ପନାରୁ ୨, କେଦାର ଗୌରି ଲେନ୍‌ରୁ ୪, କେଶୁରାରୁ ୨, ଖଣ୍ଡଗିରିରୁ ୪୦, କଳିଙ୍ଗ ନଗରରୁ ୪, କଳିଙ୍ଗ ବିହାରରୁ ୬, ଝାରପଡ଼ାରୁ ୨୩, ଜଟଣୀରୁ ୯, ହଂସପାଳରୁ ୯, ଆଇଆର୍‌ସି ଭିଲେଜରୁ ୮, ଜାଗମରାରୁ ୧୨, ଜଗମୋହନ ନଗରରୁ  ୨,  ଗୌତମ ନଗରରୁ ୭, ଲକ୍ଷ୍ମୀ ସାଗରରୁ ୪୦, ଆଇଗିଣିଆରୁ ୪, ଫରେଷ୍ଟ ପାର୍କରୁ ୩, ଗାଡ଼ଗଣରୁ ୫, ଗଜପତି ନଗରରୁ ୮, ଗଣ୍ଡମୁଣ୍ଡାରୁ ୨, ବିଜେବି ନଗରରୁ ୨୧, ସିଆର୍‌ପି କ୍ୟାମ୍ପରୁ ୫, ଚନ୍ଦ୍ରଶେଖରପୁରରୁ ୩୫, ଚକେଇଶିଆଣୀରୁ ୨, ଚିନ୍ତାମଣିଶ୍ୱରରୁ ୬, ସିଆର୍‌ପି ସ୍କ୍ୱୋୟାରରୁ ୩,  ବମିଖାଲରୁ ୧୩, ବ୍ରହ୍ମେଶ୍ୱରପାଟଣାରୁ ୨, ଭୀମଟାଙ୍ଗୀରୁ ୬, ଡମଣାରୁ ୩, ବଡ଼ଗଡ଼ରୁ ୧୫, ବିଜେବି ନଗରରୁ ୫, ବରମୁଣ୍ଡାରା ୨୪, ଭରତପୁରରୁ ୪, ବିଡିଏ କଲୋନୀରୁ ୨,  ଡୁମ୍‌ଡୁମାରୁ ୩୩, ଏୟାରପୋର୍ଟ କଲୋନୀରୁ ୨, ଅଶୋକ ନଗରରୁ ୬, ଆଚାର୍ଯ୍ୟ ବିହାରରୁ ୪,  ଏରୋଡ୍ରମ୍‌ ଫିଲ୍‌ଡ ଏରିଆରୁ ୨, ଭିଏସ୍‌ଏସ୍‌ ନଗରରୁ ୭ ଓ ଶାଲିଆ ସାହିରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story