ରାଜଧାନୀରୁ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୦୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ ଥିବା ବେଳେ ୮୯୭ ଲୋକାଲ୍‌ କେସ୍‌। ଏଥିସହ ଆଜି ୮୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ମହାବୀର ନଗର, ସୂର୍ଯ୍ୟ ନଗର, ଖଣ୍ଡଗିରି ବାରୀ, କେଶୋରା, ଡମଣା, ଡେଲ୍‌ଟା ସ୍କ୍ୱୋୟାର୍‌, ଅଶୋକ ନଗର, ୧୨୦ […]

BMC

BMC

Manoranjan Sial
  • Published: Friday, 07 May 2021
  • Updated: 07 May 2021, 07:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୦୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ ଥିବା ବେଳେ ୮୯୭ ଲୋକାଲ୍‌ କେସ୍‌। ଏଥିସହ ଆଜି ୮୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ମହାବୀର ନଗର, ସୂର୍ଯ୍ୟ ନଗର, ଖଣ୍ଡଗିରି ବାରୀ, କେଶୋରା, ଡମଣା, ଡେଲ୍‌ଟା ସ୍କ୍ୱୋୟାର୍‌, ଅଶୋକ ନଗର, ୧୨୦ ବାଟାଲିଅନ୍‌ ଓ ପାହାଳରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1390655709545566213?s=20

ସେହିପରି ସତ୍ୟନଗରରୁ ୬, ଭିଆଇପି କଲୋନୀରୁ ୨, ବାଣୀ ବିହାରରୁ ୪, ସୁନ୍ଦରପଦାରୁ ୨୭, ରସୁଲଗଡ଼ରୁ ୧୮, ୟୁନିଟ୍‌-୮ରୁ ୧୫, ୟୁନିଟ୍‌-୯ରୁ ୨୭, ୟୁନିଟ୍‌-୩ରୁ ୨୫, ନୟାପଲ୍ଲୀରୁ ୪୪, ୟୁନିଟ୍‌-୬ରୁ ୧୨, ଶୈଳଶ୍ରୀ ବିହାରରୁ ୨୪, ଟଙ୍କପାଣି ରୋଡ୍‌ରୁ ୧୨, ୟୁନିଟ୍‌-୧ରୁ ୨, ୟୁନିଟ୍‌-୨ରୁ ୪, ଶାସ୍ତ୍ରୀ ନଗରରୁ ୪, ଶିଖରଚଣ୍ଡୀ ନଗରରୁ ୨, ଶିରିପୁରରୁ ୬, ଶାଲିଆ ସାହିରୁ ୨, ସାମନ୍ତରାପୁରରୁ ୮, ଲକ୍ଷ୍ମୀ ସାଗରରୁ ୩୩, ସହିଦ ନଗରରୁ ୧୯, ପାତ୍ରପଡ଼ାରୁ ୧୨, ପୋଖରୀପୁଟରୁ ୧୨, ପଳାଶୁଣୀରୁ ୫, ପାଣ୍ଡରାରୁ ୫, ପଟିଆରୁ ୫୮, ଓଲ୍‌ଡ ଟାଉନ୍‌ରୁ ୨୯, ଭିଏସ୍‌ଏସ୍‌ ନଗରରୁ ୧୯, ପଳାଶପଲ୍ଲୀରୁ ୨, ନ୍ୟୁ ଏଜି କଲୋନୀରୁ ୫, ନୀଳାଦ୍ରି ବିହାରରୁ ୨୪ ଓ ନୂଆଗାଁରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ଖଣ୍ଡଗିରିରୁ ୩୧, ଅନ୍ୟ ଜିଲ୍ଲାରୁ ୩, ଓଲ୍‌ଡ ଏଜି କଲୋନୀରୁ ୨, ମଞ୍ଚେଶ୍ୱରରୁ ୧୬, ମାଣ୍ଟର କ୍ୟାଣ୍ଟିନ୍‌ ସ୍କ୍ୱୋୟାରରୁ ୩, ନାଗେଶ୍ୱର ଟାଙ୍ଗୀରୁ ୬, କୋଳଥିଆରୁ ୭, ରେଣ୍ଟାଲ୍‌ କଲୋନୀରୁ ୪, ମଧୂସୁଦନ ନଗରରୁ ୪, ଖାରବେଳ ନଗରରୁ ୬, ନହରକଣ୍ଟାରୁ ୮, ଚନ୍ଦ୍ରଶେଖରପୁରରୁ ୩୨, କଳିଙ୍ଗ ବିହାରରୁ ୩, କଳ୍ପନାରୁ ୪, ଜଟଣୀରୁ ୧୦, ଜୟଦେବ ବିହାରରୁ ୮, ଝାରପଡ଼ାରୁ ୧୪, କଳାରାହାଙ୍ଗରୁ ୯, ଘାଟିକିଆରୁ ୪, ହଂସପାଳରୁ ୨, ଆଇଆର୍‌ସି ଭିଲେଜରୁ ୧୮, ଜାଗମରାରୁ ୭, ବରମୁଣ୍ଡାରେ ୨୩, ଗୌତମ ନଗରରୁ ୩, ଜିଜିପି କଲୋନୀରୁ ୩, ବିଜେବି ନଗରରୁ ୧୫, ଡୁମ୍‌ଡୁମାରୁ ୧୩, ଫରେଷ୍ଟ ପାର୍କରୁ ୮, ଗାଡ଼କଣରୁ ୯, ଚିନ୍ତାମଣିଶ୍ୱରରୁ ୫, ସିଆର୍‌ପି ସ୍କ୍ୱୋୟାରରୁ ୩, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୬, ବମିଖାଲରୁ ୧୬, ବୁଦ୍ଧ ନଗରରୁ ୨, ଚକେଇଶିଆଣୀରୁ ୮, କଳିଙ୍ଗ ନଗରରୁ ୬, ଭିମଟାଙ୍ଗିରୁ ୧୨, ଭିମପୁରରୁ ୪, ବଡ଼ଗଡ଼ରୁ ୨୯, ବାପୁଜୀ ନଗରରୁ ୨, ଗଜପତି ନଗରରୁ ୭, ଭରତପୁରରୁ ୭,  ୭ମ ବାଟାଲିଅନ୍‌ରୁ ୨, ଆଚାର୍ଯ୍ୟ ନଗରରୁ ୧୧, ଏରୋଡ୍ରମ୍‌ ଏରିଆରୁ ୩, ଏଜି କଲୋନୀରୁ ୨, ଆଇଗିଣିଆରୁ ୨, ଏମ୍‌ସ ନଗରରୁ ୪ ଓ ୟୁନିଟ୍‌-୪ରୁ ୧୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story