ରାଜଧାନୀରୁ ୧୦୭୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୧୦୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୪୬ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୫୯୯ ଜଣ ମହାମାରୀ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଆର୍ଯ୍ୟ ଭିଲେଜ, ନ୍ୟୁ ଏଜି କଲୋନୀ, ନିକୋ ପାର୍କ ସ୍କ୍ୱୋୟାର୍‌, ଖଣ୍ଡଗିରି ବାରି, ଫାୟା ଷ୍ଟେସନ୍‌ […]

BMC

BMC

Manoranjan Sial
  • Published: Wednesday, 05 May 2021
  • Updated: 05 May 2021, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୧୦୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୪୬ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୫୯୯ ଜଣ ମହାମାରୀ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଆର୍ଯ୍ୟ ଭିଲେଜ, ନ୍ୟୁ ଏଜି କଲୋନୀ, ନିକୋ ପାର୍କ ସ୍କ୍ୱୋୟାର୍‌, ଖଣ୍ଡଗିରି ବାରି, ଫାୟା ଷ୍ଟେସନ୍‌ ସ୍କ୍ୱୋୟାର୍‌, କପିଳପ୍ରସାଦ, କଳାରାହାଙ୍ଗ, ଶିରିପୁର, ଶିଶୁପାଳଗଡ଼, ଓଲଡ୍‌ ଏଜି କଲୋନୀ ଓ ରାଜମହଲ ସ୍କ୍ୱୋୟାର୍‌ରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଅଛନ୍ତି।

https://twitter.com/bmcbbsr/status/1389936703331192833?s=20

ସେହିପରି ୟୁନିଟ୍‌-୯ରୁ ୧୦, ବାଣୀ ବିହାରରୁ ୩, ୟୁନିଟ୍‌-୨ରୁ ୫, ସହିଦ୍‌ ନଗରରୁ ୩୧, ଭିଏଏସ୍‌ ନଗରରୁ ୯, ୟୁନିଟ୍‌-୬ରୁ ୨୩, ୟୁନିଟ୍‌-୭ରୁ ୪, ୟୁନିଟ୍‌-୮ରୁ ୧୧, ଟଙ୍କପାଣି ରୋଡ୍‌ରୁ ୧୦, ସାଲିଆ ସାହିରୁ ୪, ସତ୍ୟ ନଗରରୁ ୫, ସୁନ୍ଦରପଦାରୁ ୨୧, ରସୁଲଗଡ଼ରୁ ୨୧, ୟୁନିଟ୍‌-୩ରୁ ୧୬, ୟୁନିଟ୍‌-୪ରୁ ୧୦, ୟୁନିଟ୍‌-୫ରୁ ୩, କଳିଙ୍ଗ ନଗରରୁ ୧୦, ସତ୍ୟ ନଗରରୁ ୩, ଶାସ୍ତ୍ରୀ ନଗରରୁ ୧୨, ଶ୍ୟାମପୁରରୁ ୩, ଶିଖରଚଣ୍ଡୀରୁ ୭, ସାମନ୍ତରାପୁରରୁ ୫, ରେଣ୍ଟାଲ୍‌ କଲୋନୀରୁ ୪, ୟୁନିଟ୍‌-୧ରୁ ୪, ଶୈଳଶ୍ରୀ ବିହାରରୁ ୨୭, ପଟିଆରୁ ୫୪, ପାତ୍ରପଡ଼ାରୁ ୨୦, ପୋଖରୀପୁଟରୁ ୬, ପାହାଳରରୁ ୨, ପଳାଶପଲ୍ଲୀରୁ ୧୦, ନୀଳାଦ୍ରି ବିହାରରୁ ୧୭, ନ୍ୟୁ ଫରେଷ୍ଟ ପାର୍କରୁ ୨, ଜୟଦେବ ବିହାରରୁ ୨୫, ନହରକଣ୍ଟାରୁ ୨, ଅନ୍ୟ ଜିଲ୍ଲାରୁ ୨,  ମଞ୍ଚେଶ୍ୱରରୁ ୮, ନାଗେଶ୍ୱର ଟାଙ୍ଗିରୁ ୨,  ଓଲଡ୍‌ ଟାଉନ୍‌ରୁ ୫୦, କୋଳଥିଆରୁ ୩, ଲକ୍ଷ୍ମୀସାଗରରୁ ୩୪, ଖଣ୍ଡଗିରିରୁ ୩୦, ନୟାପଲ୍ଲୀରୁ ୫୨, କଳିଙ୍ଗ ବିହାରରୁ ୧୧, ଗଙ୍ଗ ନଗରରୁ ୨, ମଧୁସୂଦନ ନଗରରୁ ୪, ଝାରପଡ଼ାରୁ ୨୩, ଡୁମ୍‌ଡୁମାରୁ ୩୩, ଆଇଆର୍‌ସି ଭିଲେଜରୁ ୮, ଜାଗମରାରୁ ୯, ଖାରବେଳ ନଗରରୁ ୧୮, କଳ୍ପନାରୁ ୧୬, ଗୌତମ ନଗରରୁ ୫, ଜିଜିପି କଲୋନୀରୁ ୧୨, ଘାଟିକିଆରୁ ୩, ବମିଖାଲରୁ ୨୩, ଗାଡ଼କଣରୁ ୩, ଗଜପତି ନଗରରୁ ୩, ଗଣ୍ଡଗୁଣ୍ଡାରୁ ୨, ଚନ୍ଦ୍ରଶେଖରପୁରରୁ ୩୯, ଚିନ୍ତାମଣୀଶ୍ୱରରୁ ୫, ସିଆରପି ସ୍କ୍ୱୋୟାର୍‌ରୁ ୧୬, ଡମଣାରୁ ୨, ଡେଲ୍‌ଟା ସ୍କ୍ୱୋୟାର୍‌ରୁ ୨, ହଂସପାଳରୁ ୮,  ବ୍ରହ୍ମେଶ୍ୱରପାଟଣାରୁ ୩, ବୁଦ୍ଧେଶ୍ୱର କଲୋନୀରୁ ୨, ଚକେଇଶିଆଣୀରୁ ୬, ଭୀମଟାଙ୍ଗିରୁ ୧୧, ବିଜେବି ନଗରରୁ ୮, ଅଶୋକ ନଗରରୁ ୪, ବଡ଼ଗଡ଼ରୁ ୮, ଆଚାର୍ଯ୍ୟ ବିହାରରୁ ୧୮, ବାପୁଜୀ ନଗରରୁ ୩, ଭରତପୁରରୁ ୨, ବରମୁଣ୍ଡାରୁ ୩୨, ଆଇଗିଣିଆରୁ ୫ ଓ ଏମ୍ସ ନଗରରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story